କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟକୁ ମିଳିଲା ନୂଆ କୁଳପତି

Spread the love

ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ। ନୂଆ କୁଳପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କୁ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି। ସେ ପାଞ୍ଚ ବର୍ଷ ପାଇଁ ଏହି ଦାୟିତ୍ବ ତୁଲାଇବେ। ପ୍ରଫେସର ତ୍ରିପାଠୀ ବିଶ୍ବ ଭାରତୀ ଶାନ୍ତି ନିକେତନରେ ପ୍ରଫେସରଭାବେ କାର୍ଯ୍ୟକରିଥିଲେ।

Leave a Reply

Your email address will not be published. Required fields are marked *