ବାରାଣାସୀ : ଜ୍ଞାନବାପି ପରିସରରେ ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ସର୍ଭେ ସୋମବାର ଚତୁର୍ଥ ଦିନରେ ପହଂଚିଛି । କଡ଼ା ସୁରକ୍ଷା ମଧ୍ୟରେ ବିଭାଗୀୟ ଅଧିକାରୀ ମାନେ ଏହି ସର୍ଭେ କାର୍ଯ୍ୟ କରୁଛନ୍ତି । ଶ୍ରାବଣର ପଂଚମ ସୋମବାରରେ ବାବା ବିଶ୍ଵନାଥଙ୍କ ଦରବାରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟ ବଦଳରେ ବୈଜ୍ଞାନିକ ସର୍ବେକ୍ଷଣ କାର୍ଯ୍ୟ ପାଇଁ ଏଏସଆଇ ଟିମ୍ କଡ଼ା ସୁରକ୍ଷା ମଧ୍ୟରେ ପୂର୍ବାହ୍ନ ସାଢ଼େ ୧୧ଟାରେ ଜ୍ଞାନବାପିରେ ପହଂଚିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now