ଗରିବ କଲ୍ୟାଣର ୯ ବର୍ଷ ପୂର୍ତି ଅବସରରେ ନମୋ ଆପରେ ବିଭିନ୍ନ ବିଷୟବସ୍ତୁର ବିସ୍ତୃତ ଶୃଙ୍ଖଳା ଶେୟାର କଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗରିବ କଲ୍ୟାଣର ୯ ବର୍ଷ ପୂର୍ତି ଅବସରରେ ନମୋ ଆପରେ ବିଭିନ୍ନ ବିଷୟବସ୍ତୁର ବିସ୍ତୃତ ଶୃଙ୍ଖଳା ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;“ଦରିଦ୍ରମାନଙ୍କ କାମରେ ବ୍ୟୟ ହୋଇଥିବା ପ୍ରତି ମୁହୂର୍ତ ଉଭୟ ସୌଭାଗ୍ୟ ଓ ସମ୍ମାନପ୍ରଦ । କରୁଣା ଓ ସଂକଳ୍ପ ଦ୍ୱାରା ପ୍ରେରିତ ଆମ ଯାତ୍ରା ଜାରି ରହିଛି । ଗରିବ କଲ୍ୟାଣର ୯ ବର୍ଷ ପୂର୍ତି ଅ ବିଷୟ ଉପରେ ଆଲୋକପାତ କରୁଥିବା ବିଷୟବସ୍ତୁର ଏକ ବିସ୍ତୃତ ଶୃଙ୍ଖଳା ନମୋ ଆପରେ ପ୍ରକାଶିତ ହୋଇଛି । ଥରେ ନିଶ୍ଚୟ ଦେଖନ୍ତୁ ।”

Leave a Reply

Your email address will not be published. Required fields are marked *