ମହାପ୍ରଭୁଙ୍କ ଦର୍ଶନ କଲେ ଦିବ୍ୟାଙ୍ଗ ଭକ୍ତ

Spread the love

କଟକ ସେବାଶ୍ରୀ ଅନୁଷ୍ଠାନ ପକ୍ଷରୁ ଆଜି 45 ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଭକ୍ତ ପୁରୀ ଆସି ଶ୍ରୀମନ୍ଦିର ଯାଇ ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି । ତେବେ ଏହି ଦିବ୍ୟାଙ୍ଗ ଭକ୍ତ ମାନେ ମାର୍କେଟ ଛକ ଠାରେ ପହଞ୍ଚିବା ପରେ ବ୍ୟାଟେରୀ ଅଟୋ ଯୋଗେ ତାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା। ସେଠାରେ ପୁରୀ ପୋଲିସ ଓ ଯୁବଶକ୍ତିର ସଦସ୍ୟ ମାନେ ଦିବ୍ୟାଙ୍ଗ ଭକ୍ତଙ୍କୁ ଶ୍ରୀମନ୍ଦିର ନେଇ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ । ଦିବ୍ୟାଙ୍ଗ ମାନେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ବାଭବିହ୍ଵଳ ହେବା ସହ ମହାପ୍ରଭୁଙ୍କ ନିକଟରେ ନିଜକୁ ଆତ୍ମସମର୍ପିତ କରିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *