କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ପ୍ରବୀଣ କୁମାର ଶ୍ରୀବାସ୍ତବ ନେଲେ ଶପଥ

Spread the love

ପ୍ରବୀଣ କୁମାର ଶ୍ରୀବାସ୍ତବ ଆଜି କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରିୟ ଭବନରେ ତାଙ୍କ ଶପଥ ଗ୍ରହଣ କରାଇଥିଲେ ।

ଶ୍ରୀ ଶ୍ରୀବାସ୍ତବ ଆସାମ-ମେଘାଳୟ କ୍ୟାଡରର 1988 ବ୍ୟାଚ୍ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ।

Leave a Reply

Your email address will not be published. Required fields are marked *