ଜୁନ ପହିଲାରୁ ୬ ଦିନ ପର୍ଯ୍ୟନ୍ତ ସାଧାରଣ ଲୋକମାନଙ୍କ ପାଇଁ ଖୋଲାରହିବ ରାଷ୍ଟ୍ରପତି ଭବନ

Spread the love

 ନୁଆଦିଲ୍ଲୀ : ରାଷ୍ଟ୍ରପତି ଭବନ ଜୁନ ୧ ତାରିଖ ଠାରୁ ଛଅଦିନ ପର୍ଯ୍ୟନ୍ତ ସାଧାରଣ ନାଗରିକ ମାନଙ୍କ  ପାଇଁ ଖୋଲା ରହିବ ।  ତାହା ରାଜପତ୍ରିତ ଛୁଟିକୁ ଛାଡି ଓ ସକାଳ ୯ଟା ୩୦ ମିନିଟରୁ  ୪ଟା ୩୦ ମିନିଟ ପର୍ଯ୍ୟନ୍ତ ଏହି ସମୟ ମଧ୍ୟରେ ସାଧାରଣ ଲୋକ ରାଷ୍ଟ୍ରପତି ଭବନ ଯାତ୍ରା କରି ପାରିବେ । 

 ଏହି ଅବସରରେ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ରାଷ୍ଟ୍ରପତି ସଂଗ୍‌୍ରହାଳୟ ମଧ୍ୟ ଖୋଲା ରହିବ ।  ପ୍ରତ୍ୟକ ଶନିବାର ଦିନ ଆସୁଥିବା ସାଧାରଣ ଲୋକମାନେ ୮ ଟାରୁ ୯ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନରେ ପୋରକୋର୍ଟରେ ଚେଁଜ ଅଫ୍ ଗାର୍ଡ ସମାରହ ମଧ୍ୟ ଦେଖିପାରିବେ । 

Leave a Reply

Your email address will not be published. Required fields are marked *