ସ୍ୱଦେଶୀ ଫିଡଷ୍ଟକ୍ ଏବଂ ଏସଏଏଫରେ ଭାରତର ପ୍ରଥମ ଘରୋଇ ବାଣିଜ୍ୟିକ ଉଡ଼ାଣ ଆରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଥାନଲରୁ ବିମାନ ଇନ୍ଧନ ପ୍ରସ୍ତୁତ କରିବା ଏବଂ ସ୍ୱଦେଶୀ ଫିଡଷ୍ଟକ୍ ଏବଂ ଏସଏଏଫ୍ ଉପରେ ଭାରତର ପ୍ରଥମ ଘରୋଇ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବାର ଐତିହାସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରଛନ୍ତି: ‘ନିରନ୍ତର ବିକାଶ ଦିଗରେ ଆମ ସାମୂହିକ ପ୍ରାଥମକିତାର ସଙ୍କେତ ।’

Leave a Reply

Your email address will not be published. Required fields are marked *