ନୂଆଦିଲ୍ଲୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଆଜି (ଶନିବାର) ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥିତିର ଅନୁଧ୍ୟାନ କରିବେ । ଏହି ଦୁର୍ଘଟଣାରେ ବର୍ତମାନ ସୁଦ୍ଧା 261 ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ 9 ଶହ ଯାତ୍ରୀ ଆହତ ହୋଇଛନ୍ତି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ କଟକରେ ଡାକ୍ତରଖାନାରେ ଆହତ ମାନଙ୍କ ଦେଖା କରିବେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now