ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥଳରେ ପିଲାମାନଙ୍କ ସହ ସମୟ ବିତାଇଲେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ସ୍ଥିତ ବାଲ ବାଟିକାରେ ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ ।

ପିଲାମାନଙ୍କ ସହ ସମୟ ଅତିବାହିତ କରିବା ଅତ୍ୟନ୍ତ ଆନନ୍ଦଦାୟକ ଏବଂ ଶକ୍ତିପ୍ରଦ ବୋଲି ସେ ଟ୍ୱିଟ୍ କରିଛନ୍ତି ।

“ନିଷ୍ପାପ ପିଲାମାନଙ୍କ ସହିତ କିଛି ମୁହୂର୍ତ୍ତର ଆନନ୍ଦ! ସେମାନଙ୍କର ଶକ୍ତି ଏବଂ ଉତ୍ସାହ ମନରେ ଖୁସି ଭରି ଦେଲା”

Leave a Reply

Your email address will not be published. Required fields are marked *