ରାଜେନ୍ଦ୍ର ପ୍ରସାଦ ହେଲେ ଏନଏଚଏସଆରସିଏଲ ଏମଡି

Spread the love

ନୂଆଦିଲ୍ଲୀ: ନାସନାଲ ହାଇ ସ୍ପିଡ ରେଳ କର୍ପୋରେସନ ଲିମିଟେଡର ପ୍ରୋଜେକ୍ଟ ନିର୍ଦ୍ଦେଶକ  ରାଜେନ୍ଦ୍ର ପ୍ରସାଦଙ୍କୁ ଅତିରିକ୍ତ ଭାବେ ଏନଏଚଏସଆରସିଏଲ  ପରିଚାଳକ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।ସେ ନଭେମ୍ବର ୨୦୧୭ରୁ ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବା ସହ ମୁମ୍ବାଇ ଅହମଦାବାଦ ହାଇ ସ୍ପିଟ ରେଳ ପ୍ରୋଜେକ୍ଟର ସିଭିଲ ଇଞ୍ଜିନିୟରିଂ ବିଭାଗ ଦାୟିତ୍ବ ସମ୍ଭାଳୁଥିଲେ। ଫେବୃଆରୀ ୨୦୧୫ରୁ ମେ ୨୦୧୭ ମଧ୍ୟରେ ଚକ୍ରଧରପୁର ରେଳ ଡିଭିଜନର ମ୍ୟାନେଜର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *