ଲସ୍କର-ଏ-ତୋୟବା କୁ ସହଯୋଗ କରୁଥିବା ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କଲେ ସରକ୍ଷା କର୍ମୀ

Spread the love

ଶ୍ରୀନଗର : ବଡଗାମରେ ସୁରକ୍ଷା  କର୍ମୀମାନେ  ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋୟବାକୁ ସାହାଯ୍ୟ  କରୁଥିବା ୫ ଜଣଙ୍କୁ ଗିରଫ କରିଛି ।  ସୁରକ୍ଷା କର୍ମୀମାନେ ସେମାନଙ୍କ ଠାରୁ କିଛି ଆପତ୍ତି ଜନକ ପଦାର୍ଥ ଜବତ କରିଛି । 

ପୋଲିସ ପ୍ରବକ୍ତା ବୁଧବାରଦିନ କହିଛନ୍ତି ଯେ, ପୋଲିସ ସେନାର ୬୨ତମ ଆରଆର ବାଟାଲିଆନ ସହିତ ମିଶି ବଡଗାମ ଜିଲ୍ଲାର ଖଗ ଅଞ୍ଚଳରେ ପାଞ୍ଚଜଣ ଆତଙ୍କବାଦୀଙ୍କୁ ସାହାଯ୍ୟକାରୀଙ୍କୁ  ଗୀରଫ କରିଛନ୍ତି । 

Leave a Reply

Your email address will not be published. Required fields are marked *