ଅବିଭାଗିକୃତପାଣିପାଗ ଓ ପରିବେଶ

୯ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଏହାର ପ୍ରଭାବରେ ପରବର୍ତ୍ତୀ ୪୮  ଘଣ୍ଟାରେ  ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଅନୁମାନ କରାଯାଉଛି।  ଏହାର ପ୍ରଭାବରେ ୮ ତାରିଖରୁ ଦକ୍ଷିଣ  ଓଡିଶା ଓ  ୯ରୁ ରାଜ୍ୟରେ ବର୍ଷାହେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଂଚଳିକ  ପାଣିପାଗକେନ୍ଦ୍ର ପକ୍ଷରୁ  ଏହି ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button