ଆରଏସଏସର ବରିଷ୍ଠ ପ୍ରଚାରକ ମଦନ ଦାସ ଦେବୀଙ୍କ ଆଜି ପୁଣେ ଠାରେ ହେବ ଅନ୍ତିମ ସଂସ୍କାର

Spread the love

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାର ମଦନ ଦାସ ଦେବୀଙ୍କ ଆଜି ଅନ୍ତିମ ସଂସ୍କାର ପୁଣେ ଠାରେ ଅନୁଷ୍ଠିତ ହେବ ।

ଗତ କାଲି ମଦନ ଦାସ ଦେବୀଙ୍କ ଜି ସକାଳେ ବେଙ୍ଗାଲୁରୁ ଠାରେ ପରଲୋକ ହୋଇଥିଲା । ତାଙ୍କୁ ୮୧ ବର୍ଷ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଲୋକ ମାନେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ମଦନ ଦାସ ଦେବୀ ଦୀର୍ଘ ବର୍ଷ ଧରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ

Leave a Reply

Your email address will not be published. Required fields are marked *