ଏମ୍ସରୁ ସୀତାରମଣ ଡିସ୍‌ଚାର୍ଜ

Spread the love

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ବୁଧବାର ଦିଲ୍ଲୀ ଏମ୍ସରୁ  ଡିଚାର୍ଜ ହୋଇଛନ୍ତି। ଏକ ସାମାନ୍ୟ ପାକସ୍ଥଳୀ ସଂକ୍ରମଣ ପାଇଁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ। ୬୩ ବର୍ଷୀୟା ଅର୍ଥମନ୍ତ୍ରୀ ସୋମବାର ଦିନ ଦିଲ୍ଲୀ ଏମ୍ସକୁ ନିୟମିତ ଚେକଅପ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ପ୍ରାଇଭେଟ ୱାର୍ଡର  ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *