ନୌସେନାଧ୍ୟକ୍ଷ ରାଷ୍ଟ୍ରପତିଙ୍କ ପକ୍ଷରୁ ୩୧ ମଇ ଦିନ ପ୍ରଦାନ କରିବେ ବୀରତ୍ୱ ଏବଂ ବିଶିଷ୍ଟ ସେବା ପୁରସ୍କାର

Spread the love

ନୂଆଦିଲ୍ଲୀ : ନୌସେନାଧ୍ୟକ୍ଷ ଏଡମିରଲ ଆର୍ ହରି କୁମାର ଭାରତୀୟ ସୈନ୍ୟ ବଳଙ୍କ ସର୍ବୋଚ୍ଚ କମାଣ୍ଡର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ୩୧ ମଇ ଦିନ ବୀରତ୍ୱ ଏବଂ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କରିବେ । ବୀରତ୍ୱପୂର୍ଣ୍ଣ କାର୍ଯ୍ୟ, ନେତୃତ୍ୱ, ପେଶାଦାର ଉପଲବ୍ôଧ ଏବଂ ଉଚ୍ଚକୋଟିର ବିଶିଷ୍ଟ ସେବାର ପ୍ରଦର୍ଶନ କରିବା ପାଇଁ ଏହି ନୌସେନା ଅଳଙ୍କରଣ ସମାରୋହ ନୌସେନା ବେସ୍‌, ବିଶାଖାପାଟନମରେ ହେବ । ଏହା ପ୍ରଥମଥର ଯେତେବେଳେ ନୌସେନା ଅଳଙ୍କରଣ ସନ୍ଧ୍ୟାକୁ ଆୟୋଜିତ କରାଯାଉଛି ।

ଓମାରୋହ ଅବସରରେ ୩୩ ପୁରସ୍କାର ପ୍ରଦାନ କରାଯିବ, ଯେଉଁଥିରେ ଦୁଇ ନୌସେନା ମେଡଲ(ଶୌର୍ଯ୍ୟ), ୧୩ ନୌସେନା ମେଡଲ(ଡ୍ୟୁଟି ପ୍ରତି ସମର୍ପଣ), ୧୬ ବିଶିଷ୍ଟ ସେବା ମେଡାଲ ଏବଂ ଦୁଇ ଜୀବନ ରକ୍ଷା ପଦକ ସାମିଲ ଅଟେ ।

Leave a Reply

Your email address will not be published. Required fields are marked *