ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ

Spread the love

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ନର୍ସ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ ନର୍ସ ମାନେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ମୁଖ୍ୟ ଆଧାର । ଆଜି ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ମାନବତାକୁ ନିସ୍ୱାର୍ଥପର ଭାବେ ସେବା କରୁଥିବା ନର୍ସ ମାନଙ୍କୁ ଧନ୍ୟବାଦ ଜଣାଉଛି । ସେମାନଙ୍କର ସଂକଳ୍ପବଦ୍ଧତା, କର୍ତବ୍ୟପରାୟଣୟତା ସମସ୍ତଙ୍କୁ ପ୍ରେରଣା ଯୋଗାଏ ।

Leave a Reply

Your email address will not be published. Required fields are marked *