ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

Spread the love

ଭୁବନେଶ୍ୱର : ଅନୁଗୁଳ ବ୍ଲକ ବନ୍ତଳା ବନାଂଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ବୟସ୍କ ମହିଳାଙ୍କ ଜୀବନ ଚାଲି ଯାଇଛି ।  ଆମ୍ବ ଗୋଟାଇବାକୁ ଯାଇ ଥିବା ବେଳେ ଅଘଟଣ ଘଟିଛି । ବନାଂଚଳ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *