ଏନ୍‌ଜେପି ରୁ ଗୌହାଟୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଟ୍ରାଏଲ ରନ

Spread the love

ସିଲିଗୁଡି : ଏନଜେପି ରୁ ଗୌହାଟୀ ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍ ର ରବିବାର ଟ୍ରାଏଲ ରନ କରାଯାଇଛି । ରବିବାର ସକାଳ ୬ ଟା ୧୦ ମିନିଟ ରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଏନଜେପିରୁ ବାହାରିଥିଲା . । ଯାତ୍ରା ସମୟ ରେ ଏହି ଏକ୍ସପ୍ରେସ୍ ନିଉ କୁଚକୁଚବିହାର, କୋକରାଝର , ରଙ୍ଗିଆ . କାମାକ୍ଷା ଆଦି ଷ୍ଟେସନରେ ଅଟକିଥିଲା ।  ଆସନ୍ତା ୨୫ ତାରିଖ ବେଳକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ର ବ୍ୟବସାୟିକ ଯାତ୍ରା ଆରମ୍ଭ ହୋଇପାରେ ବୋଲି କତିହାର ମଣ୍ଡଳ ଏସ୍ଡିଆରଏମ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *