Naxatra News
Power of Truth
ବଳଙ୍ଗା ପୀଡ଼ିତାଙ୍କୁ ଅଶ୍ରୁଳ ବିଦାୟ। ଶୋକାକୂଳ ପରିବେଶରେ ଅନ୍ତିମ ବିଦାୟ ଦିଆଯାଇଛି। ଝିଅକୁ ହରାଇ ପରିବାର ଲୋକେ ଛାତି ପିଟି କାନ୍ଦୁଥିବା ବେଳେ ସମ୍ପୂର୍ଣ୍ଣ ଗାଁ ସ୍ତବ୍ଧ ହୋଇଯାଇଛି। ଇସଲାମ ଧର୍ମ ଅନୁସାରେ ଜନାଜା ନମାଜ ପାଠ ପରେ କବରରେ ସମସ୍ତ…
ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ଆଉ ନାହାନ୍ତି। ଦୀର୍ଘ ଦିନ ଧରି ସେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ଥିଲେ। କିଛି ଦିନ ହେଲା ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। କିଡନୀ ସମସ୍ୟା ସହ ଜୁଝୁଥିଲେ ସୋରେନ୍। ଏହା ସହ…
ପନ୍ଦର ଦିନଧରି ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ୧୯ ଜୁଲାଇ ଶନିବାର ସକାଳେ ଘଟଣା ଘଟିଥିଲା ଏବଂ ସେଇ ଶନିବାର ୨ ଅଗଷ୍ଟ ଜୀବନ ଚାଲିଗଲା। ଏତେ ବଡ଼ ଘଟଣା ଘଟିଥିଲେ ବି…
ଆଖିବୁଜିଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାର ଲିଫ୍ଟ । ପୀଡ଼ିତା ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ରହିଥିଲେ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ୩ଥର ଅସ୍ତ୍ରୋପଚାର ହୋଇଥିଲା ।…
ଚାଷୀଙ୍କ ଖାତାକୁ ଗଲା ପିଏମ କିଷାନର ୨୦ତମ କିସ୍ତି। ବାରାଣସୀରେ ପିଏମ କିଷାନ ସମ୍ମାନ ନିଧି ଅନୁସାରେ ଚାଷୀଙ୍କ ଖାତାକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସାରା ଦେଶରେ ୯.୭ କୋଟି ଚାଷୀଙ୍କ ଖାତାକୁ ୨୦ହଜାର୫ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପଠାଇଛନ୍ତି ମୋଦି।…
ଆଜି ଭୁବନେଶ୍ୱର ଉପକଣ୍ଠର ନକ୍ସା ବଦଳିଯାଇଛି। ଯେଉଁଠି ଦିନେ ଗହୀର ବିଲ ଥିଲା, ଆଜି ସେଇ ଜମି ଉପରେ ଯାଇଛି ୨ଶହ ଫୁଟିଆ ରିଂ ରୋଡ୍। ଡ୍ରେନେଜ୍, ସ୍ୱେରେଜ୍ ସହ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି। ସ୍ମାର୍ଟସିଟି ଅନ୍ତର୍ଗତ ଟାଉନ ପ୍ଲାନିଂ ସ୍କିମରେ…