ଅଗ୍ନିକାଣ୍ଡରେ ୫ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୋରାଦବାଦର ଅସଲତପୁରରେ ଅଗ୍ନିକାଣ୍ଡ। ତିନିମହାଲ ବିଶିଷ୍ଟ କୋଠ ଘରେ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ସହ ଅଗ୍ନିସମ ବିଭାଗର ୫ଟି ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଥିଲେ। ଏହି ଘଟଣାରେ ୮ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମୁରାଦାବାଦର ସିଏଫଓ ମୁକେଶ କୁମାର। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *