ପୁଣି ୪୯ଟଙ୍କା ଲଗାଇ ୩କୋଟି ଜିତିଲେ

ରାତା ରାତି କୋଟିପତି । କିଏ ଜାଣଥିଲା ମୋବାଇଲ ଦୋକାନୀ ରାତିରାତି କୋଟିପତି ହୋଇଯବ । ଅନଲାଇନ ଗେମ୍ ଖେଳି ୩କୋଟି ସହ ଗୋଟେ ମହିନ୍ଦ୍ରା ଥାର୍ ଜିତିଛନ୍ତି ।

କାକଟପୁର ବ୍ଲକ୍ ଅଧୀନ ବାଜପୁର ଗ୍ରାମର ମହେନ୍ଦ୍ର ନନ୍ଦି ମାଇଁ-୧୧ ଆପ୍ ରେ ପଞ୍ଜାବ-ବେଙ୍ଗାଲୁରୁ ମ୍ୟାଚ୍ ରେ ମାତ୍ର ୪୯ ଟଙ୍କା ଲଗାଇ ୩ କୋଟି ଟଙ୍କା ସହିତ ଏକ ମହିନ୍ଦ୍ରା ଥାର୍ ଗାଡ଼ି ଜିତିଛନ୍ତି । ମହେନ୍ଦ୍ର ଜଣେ ନିମ୍ନ ମଧ୍ୟବିତ୍ତ ପରିବାରର । ସେ କାକଟପୁର ବଜାରରେ ଏକ ମୋବାଇଲ୍ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ରାତାରାତି ତାଙ୍କ ଭାଗ୍ୟ ବଦଳି ଯାଇଛି । ଏବେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *