ଭୁବନେଶ୍ବରରେ ଆଜି ଉଦଘାଟିତ ହୋଇଛି ଜୁଡିସିଆଲ କମ୍ପ୍ଲେକ୍ସ । ନବନିର୍ମିତ କମ୍ପ୍ଲେକ୍ସକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୧୭୦ କୋଟି ଟଙ୍କାରେ ନିର୍ମିତ ଏହି ଆଧୁନିକ କୋର୍ଟ ବିଲିଡିଂ ରେ ୫୫ଟି କୋର୍ଟ ରୁମ ସହିତ ଜଜ ମାନଙ୍କ ପାଇଁ ୫୫ଟି ଚାମ୍ବର ରହିଛି । ପୁରା କୋଠାରେ ସେଣ୍ଟ୍ରାଲ ଏୟାର କଣ୍ଡିସନର୍ ଲାଗିଛି । ୧ ହଜାର ଗାଡି ପାର୍କିଂ ପାଇଁ ସ୍ଥାନ , ତା ସହିତ ଲାଇବ୍ରେରି , ବ୍ୟାଙ୍କ ଓ ପୋଷ୍ଟ ଅଫିସ ରହିଛି । ସାମିଲ ହେଲେ ରାଜ୍ୟପାଳ ହାଇକୋର୍ଟ ମୁଖ୍ୟ ବିଚାରପତି
Naxatra News is now on Whatsapp
Join and get latest news update delivered to you via whatsapp
Join Now