ବ୍ରହ୍ମପୁର ଏମକେସଜି ମେଡ଼ିକାଲ କୁ ମିଳିଛି ଏକ ବଡ ସଫଳତା, ତିନି ବର୍ଷ ଧରି ଜଣେ ଯୁବକଙ୍କ ଫୁସଫୁସ ଭିତରେ ଥିବା ଏକ ଧାରୁଆ ଛୁରୀ ଖଣ୍ଡ କୁ ବାହାର କରିଛନ୍ତି ଡାକ୍ତରୀ ଟିମ । ଯାହାକି ବିଶ୍ୱ ର ଏକ ବିରଳ ଘଟଣା ଓ ପ୍ରଥମ ଘଟଣା ବୋଲି ମଧ୍ୟ ଜଣାପଡିଛି। ତିନି ବର୍ଷ ତଳେ କବିସୂର୍ଯ୍ୟନଗର ର ଜଣେ ଯୁବକ ବେଙ୍ଗଲର ରେ ଥିବା ସମୟରେ ଏକ ଧାରୁଆ ଛୁରୀ ବେକରେ ମାଡ଼ ବାଜିଥିବାବେଳେ, ଦୀର୍ଘ ଏକ ବର୍ଷ ହବ ସେ ନିଜ ଅଞ୍ଚଳ କୁ ଫେରିବା ପରେ ବାନ୍ତି ରେ ରକ୍ତ ପଡୁଥୁଲ, ଯାହାକୁ ନେଇ ଏବେ ବ୍ରହ୍ମପୁର ଏମ୍କେସିଜି ରେ ଚିକିସସିତ ହୋଇ ବିରଳ ଅସ୍ତ୍ରୋପଚାର କରି ଏହା ସଫଳ ହୋଇପାରିଛି,

Naxatra News is now on Whatsapp
Join and get latest news update delivered to you via whatsapp
Join Now