ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ବଡ ବୟାନ ।ତାସର ଘର ଭଳି ଭାଙ୍ଗି ଯିବ ବିଜେଡି ।ବିଜେଡି ଆଗାମୀ ଦିନରେ ଇତିହାସ ହେଇ ଯିବ । ଇଏ ଆରମ୍ଭ ମାତ୍ର, ଆଗକୁ ଆହୁରି ଅନେକ ନେତା ମୁହଁ ଖୋଲିବେ । ବିଜୁ ଜନତା ଦଳରେ ଜଣଙ୍କ ଇସାରାରେ ହିଁ କାମ ଚାଲେ।ଜଣଙ୍କ ଇସାରାରେ ହିଁ ସମସ୍ତ କାର୍ଯ୍ୟ ହୁଏ। ବିଜେଡି ସରକାର ଚାଲିଥିବା ସମୟରେ ମଧ୍ୟ ସେଇ ଢ଼ଙ୍ଗରେ କାମ ହେଉଥିଲା। ପୂର୍ବରୁ କ୍ଷମତା ମୋହରେ ସମସ୍ତେ ପାଟି ଚୁପ କରିଥିଲେ। ବିଜେଡି ଏକ ନମ୍ବର ଦଳରୁ ତିନି ନମ୍ବର ଦଳରେ ପହଞ୍ଚିଛି। ବିଜେଡି ନେତାଙ୍କୁ ଧନ୍ୟବାଦ ଯେ ସେମାନେ ମୁହଁ ଖୋଲୁଛନ୍ତି। ଓଡ଼ିଆ ଅସ୍ମିତା ପାଇଁ ସେମାନେ ଗାଦିଚ୍ୟୁତ ହୋଇଥିଲେ। ବିଜେଡି ଆଗାମୀ ଦିନରେ ଇତିହାସ ହେଇ ଯିବ। ତାସର ଘର ଭଳି ଭାଙ୍ଗି ଯିବ ବିଜେଡି। ଇଏ ଆରମ୍ଭ ମାତ୍ର। ଆଗକୁ ଆହୁରି ଅନେକ ନେତା ମୁହଁ ଖୋଲିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now