ଶ୍ରୀମନ୍ଦିର ପତିତପାବନ ବାନାକୁ ନେଇ ଉଡିଗଲା ଚିଲ , ଭିଡିଓ ଭାଇରାଲ

ଶ୍ରୀ ମନ୍ଦିର ପତିତପାବନ ବାନାକୁ ନେଇ ଚିଲ ଉଡିଯାଉଥିବାର ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି, ଯାହା ସାଢେ ୪ କୋଟି ଓଡ଼ିଶା ବାସୀଙ୍କୁ ଭୟଭୀତ କରିଦେଇଛି ।ଭାଇରାଲ ହୋଇଥିବା ଭିଡିଓ ଅନୁସାରେ, ମନ୍ଦିର ଶୀଖର ଚାରିପଡ଼େ ଚିଲଟି ବାନା ଧରି ଉଡ଼ୁଥିବାର ଦେଖିବାକୁ ମିଳିଛି ।

ଚିଲକୁ ଅଶୁଭ ପକ୍ଷୀ ଭାବେ ଲୋକ ମାନୁଥିବା ବେଳେ ପତିତପାବନ ବାନା ଚିଲ ନେଇଯିବା ଦୃଶ୍ୟ ଦେଖିବା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।କାଲି ଓଡ଼ିଆ ନବବର୍ଷ ପାଳନ ହେବାକୁ ଥିବାବେଳେ ଏହା ପୂର୍ବରୁ ଏ ପ୍ରକାର ଘଟଣା ଲୋକଙ୍କ ମନରେ ଶଙ୍କା ଉପୁଜିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *