Angulଓଡ଼ିଶା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ Shila Ray13/05/202313/05/2023 Spread the love ଭୁବନେଶ୍ୱର : ଅନୁଗୁଳ ବ୍ଲକ ବନ୍ତଳା ବନାଂଚଳରେ ହାତୀ ଆକ୍ରମଣରେ ପୁଣି ଜଣେ ବୟସ୍କ ମହିଳାଙ୍କ ଜୀବନ ଚାଲି ଯାଇଛି । ଆମ୍ବ ଗୋଟାଇବାକୁ ଯାଇ ଥିବା ବେଳେ ଅଘଟଣ ଘଟିଛି । ବନାଂଚଳ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।
ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ବଡ଼ ଭାଇ ସିଦ୍ଧେଶ୍ୱର ପ୍ରଧାନ ଓ ପରିବାର ବର୍ଗଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ Spread the loveSpread the loveଭୁବନେଶ୍ୱର : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ବଡ଼ ଭାଇ…
ତାଳଚେର ଦେଉଳବେଡ଼ା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ Spread the loveSpread the loveତାଳଚେର/ଭୁବନେଶ୍ୱର : ୨୦୨୩ ଜାନୁଆରୀରୁ ଜୁନ ମାସ ଛଅ ମାସ ମଧ୍ୟରେ ଅତିରିକ୍ତ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ବିଡିଓଙ୍କ…
ବନ ବିଭାଗର ସଫଳତା, ଶିକ୍ଷକଙ୍କ ଘରୁ ମୂଲ୍ୟ ବାନ କାଠ ଜବତ, ପୁଣି ବିବାଦରେ ଶିକ୍ଷକ ଦୁଃଖ ବନ୍ଧୁ Spread the loveSpread the loveପାଲଲହଡା : ଅନୁଗୋଳ ଜିଲ୍ଲା ପାଲଲହଡା ବନ ଭିଭାଗର ସଫଳତା, ଶିକ୍ଷକଙ୍କ ଘରେ ବନ ବିଭାଗର ସ୍ୱତନ୍ତ୍ର ଟିମର ଚଢ଼ାଉ, ଚଢ଼ାଉ ବେଳେ ଜବତ…