ଭୁବନେଶ୍ୱର : ଜୁନ 4 ସୁଦ୍ଧା ମୌସୁମି ଜଳବାଯୁ କେରଳ ଛୁଇଁବାର ସମ୍ଭାବନା ଟ୍ୟୁଟ୍ କରି ଜଣାଇଛି ଜାତୀୟ ପାଣିପାଗ ବିଭାଗ । ଏ ବର୍ଷ ମୌସୁମି ଟିକେ ବିଳମ୍ବରେ ଆସୁଛି । ମୌସୁମି କେରଳ ଛୁଇଁବାର ପ୍ରାୟ ଏକ ସପ୍ତାହ ପରେ ଓଡିଶା ଆସିଥାଏ । ଅର୍ଥାତ୍ ଜୁନ୍ ୧୩ ତାରିଖ ପୂର୍ବରୁ ମୌସୁମି ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now