କେନ୍ଦ୍ରାପଡ଼ା : ଦୀର୍ଘ ୨ମାସରୁ ଉର୍ଦ୍ଧ୍ୱ ଧରି ଜିଲ୍ଲା ଖାଉଟୀ ବିବାଦ କମିଶନର ସଭାପତି ପଦ ଖାଲି ପଡିଥିଲା । ଏହା ଦ୍ୱାରା ଅନେକ ଖାଉଟୀ ମାନେ ଅସୁବିଧାର ସମ୍ମୁଖୀ ହେଉଥିଲେ । ମଙ୍ଗଳବାର କାର୍ଯ୍ୟାଳ୍ୟରେ ନୂତନ ସଭାପତି ଭାବେ ଶ୍ରୀ ପ୍ରଭାତ କୁମାର ପାଢୀ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିଷ୍ଠ ସଭ୍ୟ ବିବେକାନନ୍ଦ ଦାସ, ମନୋଜ କୁମାର ଶତପଥୀ, କାର୍ଯ୍ୟାଳୟ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now