୬ମାସ ଛୁଟିରେ ଗଲେ IAS ସୁଜାତା କାର୍ତ୍ତିକେୟନ

ଛୁଟିରେ ଗଲେ ସୁଜତା କାର୍ତ୍ତିକେୟନ । ୬ ମାସ ଛୁଟିରେ ଗଲେ ଆଇଏସ ସୁଜତା କାର୍ତ୍ତିକୟନ । ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ଗଲେ ସୁଜାତା । ଝିଅର ଦଶମ ପରୀକ୍ଷା ପାଇଁ ଛୁଟିରେ ରହିବା ନେଇ ସୂଚନା । ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଥିଲେ ସୁଜାତା । ବିଜେପିର ଅଭିଯୋଗ ପରେ ମିଶନ ଶକ୍ତିରୁ ସୁଜାତାଙ୍କୁ ହଟାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *