ଓଡ଼ିଶାରାଜ୍ୟ ଭାରତୀୟ ହକିର ଅଲିମ୍ପିକ୍ସ ଟିମରେ ଅମିତ୍ ରୋହିଦାସ Subhadarsinee Dash26/06/2024 ଭାରତୀୟ ହକିର ଅଲିମ୍ପିକ୍ସ ଟିମରେ ଅମିତ୍ ରୋହିଦାସ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଘୋଷିତ ୧୯ ଜଣିଆ ଭାରତୀୟ ହକି ଦଳରେ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି । Naxatra News is now on Whatsapp Join and get latest news update delivered to you via whatsapp Join Now
କେନ୍ଦୁଝର : ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଜୟହିନ୍ଦ କାର୍ଯ୍ୟକ୍ରମ କେନ୍ଦୁଝର : ଜିଲ୍ଲା ସଂସ୍କୃତି ଭବନ କେନ୍ଦୁଝର ପରିସରରେ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ଦିନ ‘ଜୟହିନ୍ଦ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ ଟଙ୍କା ଭୁବନେଶ୍ୱର : ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ…
ଉଆଁସ ବଳୀ ଶେଷ ସୁବର୍ଣ୍ଣପୁର: ସୁବର୍ଣ୍ଣପୁରର ବଳୀଯାତ୍ରାର ଉଆଁସ ବଳୀ କାର୍ଯ୍ୟ ଶେଷ ହୋଇଛି । ଆଶ୍ୱିନ ଅମାବାସ୍ୟାରୁ ପୁର୍ଣ୍ଣିମା ପର୍ଯ୍ୟନ୍ତ ଅଷ୍ଟଚଣ୍ଡୀଙ୍କ ପୀଠରେ ବଳୀଯାତ୍ରାର ପ୍ରଥମ ପର୍ଯ୍ୟାୟ ବଳୀ କାର୍ଯ୍ୟ…