ନିର୍ବାଚନ ଫଳ ଆସିବାର ମାସକ ପରେ ଆଜି ବିସ୍ପୋରକ ବୟାନ ଦେଇଛନ୍ତି ପାରାଦୀପ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି ନବୀନ ପଟ୍ଟନାୟକ ହାରି ନାହାନ୍ତି , ତାଙ୍କୁ ହରାଯାଇଛି ।
ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଲେ । ମୂଷା କିଏ ଆପଣ ଜାଣିଥିବେ। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ବରିଷ୍ଠ ନେତା ମାନେ ଆଲୋଚନା କରୁଛନ୍ତି ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ ହେବାର ଆଶଙ୍କା ରହିଛି । ସରକାର ଆଉ ପ୍ରଶାସନ ବହୁତ କାମ କରିଛନ୍ତି । ପଂଚାୟତ ପିଛା 50 ଲକ୍ଷ ଦେଲେ ନେବୀନ । ପୁରା ଭଣ୍ଡାର ଖୋଲିଦେଲେ । ତଥାପି ଲୋକ ଆମକୁ ହରାଇଲେ । ହାରିବାର ଆନେକ କାରଣ ଅଛି। ପାଣ୍ଡିଆନ ହାରିବା କାରଣ ବୋଲି ପ୍ରଶ୍ନରେ କହିଲେ ଅନେକ କାରଣ ଅଛି ହୁଏ ତ ଏଇଟା ବି ଥାଇପାରେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now