ପ୍ରକାଶ ପାଇଲା +୨ ପ୍ରଥମ ମେରିଟ୍ ଲିଷ୍ଟ , କଟ୍ ଅଫ ମାର୍କରେ ଆଗରେ ରହିଛି ରେଭେନ୍ସା

ପ୍ରକାଶ ପାଇଛି ୨୦୨୪-୨୫ ଶକ୍ଷା ବର୍ଷର ପ୍ରଥମ ମେରିଟ୍ ଲିଷ୍ଟ । ମୋଟ୍ ୪ ଲକ୍ଷ ୭୬ ହଜାର ୯୩ ଜଣ ଆବେଦନ କରିଥିଲେ । ଏଥିମଧ୍ୟରୁ ୪ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାମ ମେଧା ତାଲିକାରେ ଆସିଛି । ୪୯ ହଜାର ୬୨୧ ଜଣ ବାଦ ପଡିଛନ୍ତି । କଳାରେ ୨ ଲକ୍ଷ ୭୧ ହଜାର୪୯୨ ଜଣ , ବିଜ୍ଞାନରେ ୧ଲକ୍ଷ ୧୭ ହଜାର ୨୭୩ ଜଣ , ବାଣିଜ୍ୟରେ ୨୪ ହଜାର ୩୪୫ ଜଣ , ଉପଶାସ୍ତ୍ରୀ ୮ ହଜାର ୩୭୫ ଜଣ , ଧନ୍ଦାମୂଳକ ୪ ହଜାର ୯୭୪ ଜଣ ନାମ ଲେଖାଇବା ପାଇଂ ମନୋନିତ ହୋଇଛନ୍ତି । ଅଗଷ୍ଟ ୧ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠ ପଢା ଆରମ୍ଭ ହେବ ।

ତେବେ କଳାରେ ୭୫.୧୭ % ଆଗରେ ରହିଛି ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ । ବିଜ୍ଞାନରେ ଆଗରେ ରହିଛି ରେଭେନ୍ସା ୯୧.୫୦ % ସହ ଆଗରେ ରହିଛି ରେଭେନ୍ସା । ସେହିଭଳି ବାଣିଜ୍ୟ ରେ ୭୭% ସହ ଆଗରେ ରହିଛି ରେଭେନ୍ସା

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *