ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର। ଫେରାର କଏଦୀ ଜଣକ ବରଗଡ଼ ସଦର ଥାନା ସଂୟା ଗାଁ ର ବାବାଜୀ ଛୁରିଆ ବୋଲି ଜଣାପଡିଛି । ଏକ ନାବାଳିକା ଦୁଷ୍କର୍ମ ମାମଲାରେ ସଜା କାଟୁଥିଲା ବାବାଜୀ ଛୁରିଆ । ପୋସ୍କୋ କୋର୍ଟରେ ହାଜର କରି ପୋଲିସ ଜେଲକୁ ନେବାପାଇଁ କୋର୍ଟ ରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକା ଦେଇ କଏଦୀ ଜଣକ ଫେରାମାରିଥିବା ସୂଚନା । କଏଦୀ କୁ ଧରିବା ପାଇଁ ବରଗଡ଼ ସହରରେ ଛାନ ମାରୁଛି ପୋଲିସ । ତେବେ ସେ ୫ ବର୍ଷ ଧରି ବରଗଡ଼ ଜେଲରେ ସଜା କଟୁଥିଲା ବାବାଜୀ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now