ଆଜିଠୁ ଆକାଶରେ ଦେଖାଯିବ ଦୁଇଟି ଜହ୍ନ

ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଏକା ସାଙ୍ଗରେ ଆକାଶରେ ଦେଖାଯିବ ଦୁଇଟି ଜହ୍ନ । ବୈଜ୍ଞାନିକ ଏହାକୁ୨୦୨୪ ପିଟି ୫ ନାମ ଦେଇଛନ୍ତି । ହେଲେ ଏହି ୨ୟ ଚନ୍ଦ୍ରାମା ଙ୍କ ସବୁଦିନ ପାଇଁ ଦେଖିହେବ ନାହିଁ । ଏହା ଚନ୍ଦ୍ରମା ପରି ହୋଇଥିଲେ ମଧ୍ୟ ଆକାରରେ ଛୋଟ ହେବ । ତେଣୁ ଏହାକୁ ମିନି ମୁନ କୁହାଯାଉଛି ।

ଏହା ପ୍ରାୟ ଦୁଇ ମାସ ଯାଏଁ ଆକାଶରେ ଦୃଶ୍ୟମାନ ହେବ । ଆଜିଠାରୁ ଏହି କୁନି ଜହ୍ନମାମୁଁ ୨୫ ନଭେମ୍ବର ଯାଏ ଦେଖି ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *