ଆଜି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର , ଚଳଚଞ୍ଚଳ ଶୈବ ପୀଠ

ପବିତ୍ର କାର୍ତ୍ତିକ ମାସର ଆଜି ହେଉଛି ଦ୍ୱୀତିୟ ସୋମବାର , ଯାହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସମସ୍ତ ମନ୍ଦିର ।  ସେହିଭଳି ଗଞ୍ଜାମଜିଲ୍ଲା ବୁଗୁଡା ଶହର ଉପକଣ୍ଠରେ ଥିବା ବାବା ସୋମନାଥ ମନ୍ଦିରରେ ଲାଗିଛି ହବିଷ୍ୟାଳୀ ଙ୍କ ଭିଡ ।  ସମସ୍ତ ହବିଷ୍ୟାଳୀ ମାନେ ରାଇଦାମଦର ପୂଜା କରିବା ସହ ତୁଳସୀ ଚଉରା ମୁଳେ ଜଳ ଢାଳିଥାନ୍ତି  ଏବଂ ସମସ୍ତ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ।  ସେପଟେ ହବିଷ୍ୟାଳୀ ଭିଡ କୁ ଦୁଷ୍ଟିରେ ରଖି ମନ୍ଦିର ଉନ୍ନୟନ କମିଟି ତଥା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *