ରକେଟ୍ ଲଞ୍ଚକୁ ୧ ଘଣ୍ଟା ଥିଲା । ହେଲେ ଫେରିବେନି ସୁନୀତା । ନାସା ମହାକାଶଚାରୀ ସୁନୀତା ୱେଲିୟମ୍ସ ଓ ତାଙ୍କ ସାଥି ୱିଲମୋର ବୁଚଙ୍କର ଆହୁରି ଫେରିବା ବିଳମ୍ୱ ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରାଯାଇଛି । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍ ହୋଇଛି । ଏହା ପୂର୍ବରୁ ହାଇଡ୍ରୋଲିକ୍ ସିଷ୍ଟମ୍ ଫେଲ୍ ହୋଇଛି । ପାଖାପାଖି ୧୦ ମାସ ହେବ ଫସି ରହିଛନ୍ତି ସିନୀତାଙ୍କ ସହ ସମେତ ଟିମ୍ । ତଙ୍କୁ ଆଣିବାକୁ ଯିବାକୁ ଥିବା ୧୦ ମିଶନ୍ ଫେଲ୍ ମାରିଛି ତେବେ ଶେଷ ମୁହୂର୍ତ୍ତରେ ଲଞ୍ଚ ପ୍ୟାଡରେ ବୈଷୟିକ ତ୍ରୁଟି ଯୋଗୁଁ ମିଶନକୁ ସ୍ଥଗିତ କରାଯାଇଛି ଫଳରେ ୱେଲିୟମ୍ସ ଓ ତାଙ୍କ ସାଥି ୱିଲମୋର ଫେରିବା ବିଳମ୍ୱ ହେବ ବୋଲି ଅନୁମାନ କରାଯାଉଛି

Naxatra News is now on Whatsapp
Join and get latest news update delivered to you via whatsapp
Join Now