ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତିଙ୍କ ଇସ୍ତଫା। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଇସ୍ତଫା ରାଜ୍ୟପାଳଙ୍କୁ ଦେଲେ କୁଳପତି ସଞ୍ଜିବ ମିତ୍ତଲ। ତାଙ୍କ ବିରୋଧରେ ଆର୍ଥିକ ହେରଫେରର ହୋଇଥିଲା ଅଭିଯୋଗ।
ସମ୍ବଲପୁର ବିଶ୍ବ ବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜିବ ମିତ୍ତଲ ନିଜ ପଦରୁ ଦେଇଛନ୍ତି ଇସ୍ତଫା।ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି। ଇସ୍ତଫା ପତ୍ରରେ ସ୍ବାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ତେବେ ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରଠାରୁ ଡକ୍ଟର ମିତ୍ତଲ ଛୁଟିରେ ରହି ଆସୁଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now