ଭୁବନେଶ୍ୱର: ଭୁବନେଶ୍ୱର ସାଲିଆ ସାହିରେ ବଡ ଧରଣର ଚଢାଉ। ନିଜେ ଡିସିପି ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢାଉରେ ସାମିଲ ହୋଇଛନ୍ତି। ତେବେ ମାଦକ ଦ୍ରବ୍ୟ କାରବାର ସୁରାଗ ପାଇ ଘଟଣା ସ୍ଥଳରେ ଚଢାଉ କରାଯାଇଛି। ଏକ ଦେଶୀ ମଦ ଭାଟି ଠାବ କରି ତାକୁ ଭଙ୍ଗା ଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now