ଟ୍ରେନ ଦୁର୍ଘଟଣାରେ କଟିଗଲା ଯୁବକଙ୍କ ମୁଣ୍ଡ

ଟ୍ରେନ ଦୁର୍ଘଟଣାରେ କଟିଗଲା ଯୁବକଙ୍କ ମୁଣ୍ଡ । ଦଶପଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଟ୍ରେନଟି ଯାଉଥିବା ବେଳେ ଡିହଗାଁ ନିକଟରେ ଦୁର୍ଘଟଣା । ଜଣେ ଯୁବକଙ୍କ ଦେହରୁ ମୁଣ୍ଡ କିଛି ସମୟ ଅଲଗା ହୋଇ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।  ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *