କାନ ଚିରା ଦନ୍ତା ଉପଦ୍ରବରେ ଅତିଷ୍ଟ ହେଲାଣି ଭୁବନବାସୀ।
s
By subhalaxmiPublished: May 27, 2026, 01:34 PM • 1 min read

ଢେଙ୍କାନାଳ ଜିଲ୍ଲା ଭୁବନରେ ଚାଲିଛି କାନ ଚିରା ଦନ୍ତାର ରାଜ । କାହାକୁ ଖାତିର ନାହିଁ । ବିର ଦର୍ପରେ ସେ ଚାଲେ ରାଜ ରାସ୍ତାରେ । ଆଜି ପୁଣି ଢେଙ୍କାନାଳ ଜିଲ୍ଲା ଶଡଙ୍ଗୀ ରେଞ୍ଜ୍ ପାର ହୋଇ ଭୁଷଳ ଗ୍ରାମ ବ୍ରାହ୍ମଣୀ ନଦୀ ପାର ହୋଇ ଭୁବନ ଅଞ୍ଚଳରେ ପସିଥିଲା ରାକେଶ । ବନବିଭାଗ ଖବର ପାଇ ଭୁଷଳ ଗ୍ରାମରୁ ଦନ୍ତାର ପିଛା କରି ବନବିଭାଗ କାର୍ଯ୍ୟାଳୟ, ଶିଶୁ ମନ୍ଦିର ଓ ଡାକଘର ଦେଇ ଘଉଡାଇଥିଲେ । ଦନ୍ତାଟି କୋର୍ଟ ଛକ ଦେଇ ଭାରତୀ ପାହାଡକୁ ପଳାଇଥିବା ଜଣାପଡିଛି ।
Comments0
Leave a Reply
Loading comments...
