
Nana Patekar Life Mission:ମାସକୁ ୩୫ ଟଙ୍କାରୁ କୋଟି କୋଟିର ପ୍ରସିଦ୍ଧି
କ୍ୟାମେରା ପଛର ଅସଲ ‘ନାନା ପାଟେକର’ଙ୍କ କାହାଣୀ, ଯାହା ଆପଣ ଜାଣିନାହାନ୍ତି |
Latest in Lifestyle
Glow IV Drip for Navaratri:ନବରାତ୍ରି ପାଇଁ ଗ୍ଲୋ IV ଡ୍ରିପ୍ର କ୍ରେଜ୍:ଗରବା ପାଇଁ ପ୍ରସ୍ତୁତ ଜେନ୍-Z
ପର୍ବପର୍ବାଣୀ ପୂର୍ବରୁ ଫେସିଆଲ୍, ପାର୍ଲର ଯିବା ଏବଂ ପାରମ୍ପରିକ ସ୍କିନ୍କେୟାର ପ୍ୟାକେଜ୍ ପାଇଁ ଦେଖାଯାଉଥିବା ସାଧାରଣ ଭିଡ଼ ସ୍ଥାନରେ ବର୍ତ୍ତମାନ 'ଆଇଭି ଡ୍ରିପ୍' ସେସନ୍ର କ୍ରେଜ୍ ବଢ଼ିବାରେ ଲାଗିଛି। ନବରାତ୍ରି ପୂର୍ବରୁ ଅହମଦାବାଦର 'ଜେନ୍-ଜେଡ୍' (Gen Z) ବର୍ଗର ଯୁବପିଢ଼ି IV ଡ୍ରିପ୍ ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି | ଏହି ସ୍ୱତନ୍ତ୍ର ଗ୍ଲୋ IV ଡ୍ରିପ୍ ସେସନ୍ର ମୂଲ୍ୟ ସାଧାରଣତଃ କ୍ଲିନିକ୍ ଏବଂ କକଟେଲ୍ ଫର୍ମୁଲା ଉପରେ ନିର୍ଭର କରି ଗୋଟିଏ ଚିକିତ୍ସା ପାଇଁ ୪,୦୦୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ରହିଥାଏ,କିନ୍ତୁ ନବରାତ୍ରି ପାଇଁ ଏକାଧିକ ସେସନ୍ ବିଶିଷ୍ଟ ପ୍ୟାକେଜ୍ର ମୂଲ୍ୟ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ।ତେବେ ଏହି ଯୁବ ପିଢ଼ିର କାହିଁକି ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି 'ଆଇଭି ଡ୍ରିପ୍' ସେସନ୍ରେ |
Success Story:KBCରେ ୫୦ ଲକ୍ଷ ଜିତିଥିଲେ ବିକାଶ,ଏବେ IAS ଅଫିସର
'କୌନ୍ ବନେଗା କୋରଡ଼ପତି ୧୭'ର ହଟ୍ସିଟ୍ରେ ନଜର ଆସିଥିଲେ ବିକାଶ ସିଂହ ପୱାର | ଜିତିଥିଲେ ୫୦ ଲକ୍ଷ,ଏକ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ବି ସଠିକ୍ ଥିଲା | ଏବେ UPSC ପରୀକ୍ଷାରେ ସଫଳତା ହାସଲ କରିଛନ୍ତି,ତାହା ପୁଣି ନିଜର ପ୍ରଥମ ପ୍ରୟାସରେ। ମାତ୍ର ୨୨ ବର୍ଷ ବୟସରେ ବିକାଶ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ୧୫୯ତମ ସ୍ଥାନ ଅଧିକାର କରିଛନ୍ତି।

Nana Patekar Wife:ବିନା ଛାଡ଼ପତ୍ରରେ ପତ୍ନୀଙ୍କଠୁ ୩୫ ବର୍ଷ ଧରି ଅଲଗା ଥିଲେ ନାନା!
ବିବାହରେ ମୋଟ୍ ୭୫୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏମାନଙ୍କ ଦୁଇଟି ପୁଅ ଦୁର୍ବାସା ଓ ମଲ୍ହାର। ତେବେ ବଡ଼ ପୁଅ ଦୁର୍ବାସା ଅଢ଼େଇ ବର୍ଷ ପରେ ବେମାରରେ ପଡ଼ି ମୃତ୍ୟୁବରଣ କରିଥିଲା। ପତ୍ନୀ ନୀଳକାନ୍ତି ପାଟେକର ବି ବେଶ୍ ପ୍ରତିଭାଶାଳୀ ଅଭିନେତ୍ରୀ। ସେ ନାସନାଲ ଆଓ୍ୱାର୍ଡ ଓ୍ୱିନର।

Sleep Depression: ଭଲ ନିଦ ହେଉନି? ବଢ଼ିପାରେ ଡିପ୍ରେସନ୍ ର ଆଶଙ୍କା
ଭଲ ନିଦ କେବଳ ଶରୀରକୁ ଆରାମ ଦିଏ ନାହିଁ, ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ। ବୟସ ବଢ଼ିବା ସହ ଯଦି ନିଦର ସମସ୍ୟା ଲାଗି ରହେ, ତେବେ ଏହା ଡିପ୍ରେସନ୍ ର ଲକ୍ଷଣକୁ ବଢ଼ାଇପାରେ। ନିଦ ଓ ଡିପ୍ରେସନ୍ ମଧ୍ୟରେ କେମିତି ରହିଛି ସମ୍ପର୍କ? ଭଲ ନିଦ ପାଇଁ ଆପଣାନ୍ତୁ ଏହି ସବୁ ଅଭ୍ୟାସ ।
Man Of Xerox:ବି.କେ. ମୋଦୀ:ଜେରକ୍ସ କ୍ରାନ୍ତିର ମହାପୁରୁଷ
ଠିକ୍ ୪୩ ବର୍ଷ ପୂର୍ବେ ଆଜି ଦିନରେ (୨୯ ସେପ୍ଟେମ୍ବର ୧୯୮୩) ଡକ୍ଟର ଭୂପେନ୍ଦ୍ର କୁମାର ମୋଦୀ ଭାରତରେ ପ୍ରଥମ ଥର ପାଇଁ 'Xerox' ପ୍ରଯୁକ୍ତିବିଦ୍ୟାର ପ୍ରତିଷ୍ଠା କରି କାର୍ବନ ପେପର ଯୁଗର ଅନ୍ତ କରିଥିଲେ। ‘ମୋଦୀ ଜେରକ୍ସ’ ନାମରେ ଦେଶର ପ୍ରଥମ ସ୍ୱତନ୍ତ୍ର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯାଇଥିଲା, ଯାହା କାର୍ଯ୍ୟସ୍ଥଳୀର ଆଧୁନିକୀକରଣର ପଥ ପରିଷ୍କାର କରିଥିଲା।
Bottle Gourd:ଥାଳିରେ ଲାଉ; ସ୍ୱାସ୍ଥ୍ୟର ନିୟମିତ ସାଥୀ
ରୋଷେଇଘରରେ ଲାଉ ଦେଖିଲେ ଅନେକଙ୍କ ମନରେ ଆସେ,‘ଆଜି ପୁଣି ଲାଉ ତରକାରୀ !’ କିନ୍ତୁ ଅସଲରେ ଥାଳିରେ ଅବହେଳା କରିବା ଭଳି ଏହି ପରିବାଟି ଜମା ନୁହେଁ। ଅଧିକ ପାଣି, କମ୍ କ୍ୟାଲୋରି ଓ ସହଜରେ ହଜମ ହେବାର ଗୁଣ ଯୋଗୁଁ ଠିକ୍ ଭାବରେ ରାନ୍ଧିଲେ ଦୈନନ୍ଦିନ ସନ୍ତୁଳିତ ଖାଦ୍ୟର ଅଂଶ ହୋଇପାରେ। ତେବେ ଅଧିକ ଜାଣନ୍ତୁ ଏହି ସବୁଜ ସବ୍ଜିର ସ୍ମାର୍ଟ ବ୍ୟବହାର |

Gyanesh Kumar Family:ଜ୍ଞାନେଶଙ୍କ ପରିବାରରେ IAS ଭର୍ତ୍ତି!
ଜ୍ଞାନେଶ କୁମାରଙ୍କ ବଡ଼ ଝିଅ ଓ ଜ୍ୱାଇଁ ଉଭୟ ଆଇଏଏସ ଅଟନ୍ତି।ଜ୍ଞାନେଶଙ୍କ ସାନ ଝିଅ ଅଭିଶ୍ରୀ ବି ଆଇଆରଏସ ଅଧିକାରୀ। ଜ୍ଞାନେଶଙ୍କ ଭାଇ ମନୀଷ କୁମାର ବି ଆଇଆରଏସ ଅଧିକାରୀ।
Inspiring story of police aspirants:ଦିନରେ ଗୋରିଲା ଆଉ ରାତିରେ ପୋଲିସ ଭର୍ତ୍ତିର ପାଠପଢା
ଝାଳନାଳ ଚେହେରା,ଦିନରେ 15 କିଲୋର ଗୋରିଲା ଶୁଟ୍ କିନ୍ତୁ ଇରାଦା ପକ୍କା | ଯେଉଁ ବୟସରେ ପିଲାମାନେ ସାଧାରଣତଃ ଖେଳ କୁଦ ରେ ମାତିଥାନ୍ତି, ସେ ବୟସରେ ପିୟୁଷ ସମ୍ଭାଳୁଛନ୍ତି ଘର | ଦିନରେ ମାଙ୍କୁ ଲଣ୍ଡ୍ରି କାମରେ ସାହାର୍ଯ୍ୟ ଆଉ ଗୋରିଲା ଶୁଟ୍ ପିନ୍ଧି ମନୋରଞ୍ଜନ କରୁଥିବାବେଳେ ରାତିରେ ପୋଲିସ ଭର୍ତି ପାଇଁ ପାଠପଢନ୍ତି ପିୟୁଷ |
Micro-routines:ଘଣ୍ଟା ଘଣ୍ଟାର କସରତ ଛାଡି ଆପଣାନ୍ତୁ 'ମାଇକ୍ରୋ-ରୁଟିନ୍'
ସକାଳ ୫ଟା ରେ ଉଠି ଏକ ଘଣ୍ଟା ବ୍ୟାୟାମ କରିବା,ଧ୍ୟାନ କରିବା ଆଉ ତାପରେ ଗ୍ରୀନ ଜୁସ ପିଇବା ,ଏସବୁ ଶୁଣିବାକୁ ଭଲଲାଗେ ,କିନ୍ତୁ ସବୁଦିନ ଏହାକୁ ପାଳନକରିବା ଭାରି କଷ୍ଟ |ଜୀବନର ଭାଗଦୌଡ଼ ଭିତରେ ସକାଳୁ ଘଣ୍ଟାଏ ୱାର୍କ ଆଉଟ କରିବା କିମ୍ବା ଧ୍ୟାନ ଲଗାଇବା ପାଇଁ କାହାପାଖରେ ସମୟ ଅଛି ? ତେବେ ଏଇ କାରଣରୁ ଏବେ 'ମାଇକ୍ରୋ-ରୁଟିନ୍' ଅବା ୫ ମିନିଟର ଛୋଟ ଛୋଟ ମର୍ନିଙ୍ଗ ରିଚୁଆଲ ଏବେ ହେଲଥ ଆଉ ଲାଇଫଷ୍ଟାଇଲ ଦୁନିଆରେ ଲୋକପ୍ରିୟ ହେଉଛି |

Ziraffe Adopted: ଜିରାଫ ସୁଜାତାକୁ ପୋଷ୍ୟଗ୍ରହଣ
ସ୍ୱାମୀ ପ୍ରତୀକ ପଶୁପ୍ରେମୀ ଥିଲେ। ସେ ନିରନ୍ତର ବନ୍ୟଜନ୍ତୁ ସଂରକ୍ଷଣ ଉପରେ କାମ କରୁଥିଲେ। ଆଉ ସେଥିଲାଗି ସାନ ଝିଅର ଜନ୍ମଦିନ ଅବସରରରେ ସ୍ୱାମୀଙ୍କ ସ୍ମୃତିରେ ଲକ୍ଷ୍ନୌରେ ପାଳିଥିଲେ।

Magnesium Rich Food: ଶରୀର ପାଇଁ ଜରୁରୀ ମ୍ୟାଗ୍ନେସିୟମ୍: ଦୈନିକ ଖାଦ୍ୟରେ ସାମିଲ କରନ୍ତୁ ଏହି ୧୦ଟି ଖାଦ୍ୟ
ଶରୀର ପାଇଁ ମ୍ୟାଗ୍ନେସିୟମ୍ କାହିଁକି ଜରୁରୀ? ଜାଣନ୍ତୁ ଡାର୍କ ଚକୋଲେଟ୍, ଆଭୋକାଡୋ, ନଟ୍ସ, ଡାଲି, ମଞ୍ଜି ଓ ପାଳଙ୍ଗ ସମେତ ମ୍ୟାଗ୍ନେସିୟମ୍ରେ ଭରପୂର ୧୦ ଖାଦ୍ୟ।
Monsoon Health: ଅଦିନିଆ ବର୍ଷାରେ ଦେହ ଖରାପ ଆଶଙ୍କା ; ତେବେ ଘରୋଇ ଉପାୟରେ ରଖନ୍ତୁ ପିଲାଙ୍କ ଯତ୍ନ
ଅସମୟରେ ହେଉଥିବା ବର୍ଷା ଦେହସୁହାଏନି ଛୁଆମାନଙ୍କୁ । ଏହି ବଦଳୁଥିବା ଋତୁରେ ଛୁଆମାନେ ଖୁବ୍ ଶୀଘ୍ର ଥଣ୍ଡା, କାଶ, ଜ୍ଵର ଓ ସଂକ୍ରମଣରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ତେବେ ଜାଣନ୍ତୁ କେମିତି ସହଜ ଘରୋଇ ଉପାୟରେ ଛୁଆଙ୍କ ଯତ୍ନ ନେଇପାରିବେ |

Bulandshahr Divorce and Split :ମାଆ ବାପାଙ୍କୁ ବାଣ୍ଟିଦେଲେ ୪ ପୁଅ- ବିବାହର ୫୦ ବର୍ଷ ପରେ ଛାଡ଼ପତ୍ର
ଅମିତାଭ ଓ ହେମାମାଳିନୀ ଅଭିନୀତ ଫିଲ୍ମରେ ଯେଉଁଠି ବାପା ମାଆଙ୍କୁ ଅଲଗା କରି ନିଜ ଫାଏଦା ଲାଗି ଜୁଟିଥିଲେ ୪ ପୁଅ। ସେ ତ ଥିଲା ରିଲ୍ସରେ। ହେଲେ ଏବେ ରିଅଲ ଘଟଣା ବୁଲନ୍ଦସର ଜିଲ୍ଲାର ସିକନ୍ଦରାବାଦ କ୍ଷେତ୍ରରେ ଦେଖିବାକୁ ମିଳିଛି। ଯେଉଁ ବୟସରେ ଜୀବନସାଥୀଙ୍କ ସାହାରା ଓ ପୁଅମାନଙ୍କ ସେବା ସବୁଠୁ ଅଧିକ ଆବଶ୍ୟକତା ଥାଏ।

Battle Of Baghpat: ଧାଡ଼ିରେ ଛିଡ଼ା ହେଲେ ଆଇନଷ୍ଟାଇନ!
ଆଇନଷ୍ଟାଇନ ଚାଚା ଏକ ଅଫିସ ଆଗରେ ଲମ୍ୱା ଧାଡ଼ିରେ ଛିଡ଼ାହୋଇଛନ୍ତି। କାଉଣ୍ଟରରେ କିଛି ବିଷୟ ବାବଦରେ ପଚାରି ବୁଝୁଛନ୍ତି। ନୂଆ ଭିଡ଼ିଓ ଆସିବା ପରେ ଏକ୍ସ-ରେ ଅନେକ କମେଣ୍ଟ କରିଛନ୍ତି ଯେ, ପୃଥିବୀ ପୃଷ୍ଠକୁ ପୁଣି ଥରେ ଆଇନଷ୍ଟାଇନ ଓହ୍ଲାଇଛନ୍ତି। ତେବେ କେମିତି ଫେମସ୍ ହେଲେ ହରେନ୍ଦ୍ର।
