
Chief Minister launches 'e-Sanchar App' :ଜନ-କେନ୍ଦ୍ରିକ ଯୋଗାଯୋଗ ପାଇଁ 'ଇ-ସଞ୍ଚାର ଆପ୍'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
"ସଠିକ୍, ଶୀଘ୍ର ଓ ସରଳତା ହେଉଛି ସରକାରୀ ସୂଚନା ସଞ୍ଚାର’ର ତିନୋଟି ମୁଖ୍ୟ ସ୍ତମ୍ଭ" - ମୁଖ୍ୟମନ୍ତ୍ରୀ | ସୋସିଆଲ ମିଡିଆ ମନିଟରିଂ ଜରିଆରେ ଜନସାଧାରଣଙ୍କ ଫିଡ୍ବ୍ୟାକ୍ ତ୍ୱରିତ ଭାବେ ଗ୍ରହଣ କରାଯିବା ଓ ସ୍ୱଚ୍ଛ ଓ ପାରଦର୍ଶୀ ବିଜ୍ଞାପନ ପରିଚାଳନା ପାଇଁ 'ଇ-ସଞ୍ଚାର ଆପ୍'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | ସୂଚନା ଅଧିକାରୀମାନେ ଆଧୁନିକ ସଞ୍ଚାର ବ୍ୟବସ୍ଥାର ପରିଚାଳକ ହେଇ ହିତାଧିକାରୀଙ୍କ କାହାଣୀକୁ ଲୋକଙ୍କ ସାମ୍ନାକୁ ଅଣିବା ଉଦ୍ଦେଶ୍ୟରେ ପ୍ରଣୟନ ହେବ ସୋସିଆଲ ମିଡିଆ ନୀତି | ନିରନ୍ତର ଡିଜିଟାଲ ସୂଚନା ଓ ସଞ୍ଚାର ବ୍ୟବସ୍ଥା ବିକଶିତ କରିବା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ |
Latest in State
ମା ବିରଜାଙ୍କ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଯାଜପୁରର ମା’ ବିରଜାଙ୍କ ନଅଦିନିଆ ବିଜୟା ରଥଯାତ୍ରାକୁ ନେଇ ଚଳଚଞ୍ଚଳ ବିରଜା କ୍ଷେତ୍ର। ୮୯୮ ଖଣ୍ଡ କାଠରେ ନିର୍ମିତ ୫୬ ଫୁଟ ଉଚ୍ଚ ରଥ ପ୍ରସ୍ତୁତିରେ ବ୍ୟସ୍ତ ମହାରଣା କାରିଗର। ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ମନ୍ଦିର ଓ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି।
ବନ ବିଭାଗକୁ ବଡ଼ ସଫଳତା: ଦୁଇଟି କଲରାପତରିଆ ବାଘ ଛାଲ ଜବତ, ୬ ଗିରଫ
ବାଘ ଛାଲ ଚୋରା କାରବାର ଉପରେ ବନ ବିଭାଗର ବଡ଼ ଧରଣର ଚଢ଼ାଉ। ଦୁଇଟି କଲରାପତରିଆ ବାଘ ଛାଲ ଜବତ, ୬ ଗିରଫ।

Odisha Bandh Success : ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା ଇଣ୍ଡିଆ ବ୍ଲକ୍
ଇଣ୍ଡିଆ ବ୍ଲକ୍ର ଆହ୍ୱାନରେ ଗତକାଲି ପାଳିତ ଓଡ଼ିଶା ବନ୍ଦକୁ ସଫଳ କରିଥିବା ରାଜ୍ୟବାସୀଙ୍କୁ ମେଣ୍ଟ ପକ୍ଷରୁ ଧନ୍ୟବାଦ ଜଣାଯାଇଛନ୍ତି। ଖଣିଜ ରାଜସ୍ୱ ଅଧିକାର, ଭୋଟର ତାଲିକା ସଂଶୋଧନ, ଶିକ୍ଷା ବ୍ୟବସ୍ଥାର ସୁଧାର ଓ ବନ୍ୟା ପ୍ରଭାବିତଙ୍କୁ ସହାୟତା ଦାବିରେ ଆନ୍ଦୋଳନକୁ ଆଗକୁ ବଢ଼ାଇବାକୁ ମେଣ୍ଟ ଚେତାବନୀ ଦେଇଛି।

Naveen Targets BJP:ବିଜେପି ଉପରେ ବର୍ଷିଲେ ନବୀନ ପଟ୍ଟନାୟକ
ବିଜେପି ସରକାରକୁ ଟାର୍ଗେଟ୍ କରି ଓଡ଼ିଶାର ସୁନାମ ଓ ବିକାଶ କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଖଣି ଆଇନ, ପାଠ୍ୟପୁସ୍ତକରେ ତ୍ରୁଟି, ଭୋଟର ତାଲିକାରୁ ନାମ ବାଦ୍ ଓ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କୁ ସଚେତନ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଲେ ନବୀନ।

Vigilance Raid Exposes Assets: ୭ ହଜାର ଦରମାରୁ ୭ଟା ପ୍ଲଟ୍ ! ଭିଜିଲାନ୍ସ ରେଡ୍ରେ ବଡ଼ ଖୁଲାସା
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ର ଉପନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ୮ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସର ଚଢ଼ାଉ | ତଲାସିରେ ୪ଟି ଘର, ଗୋଟିଏ ଫ୍ଲାଟ୍, ୭ଟି ପ୍ଲଟ୍, ସୁନା, ନଗଦ ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ବ୍ୟାଙ୍କ ଜମା ସମ୍ପର୍କିତ ତଥ୍ୟ ମିଳିଛି | ଘଟଣାର ତଦନ୍ତ ଜାରି ରହିଛି |

Gen-Z Impact On Govt:ଜେନ-ଜି ଓ ସୋସିଆଲ ମିଡିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଫୋକସ
ଦିନ ଥିଲା, ଏମାନଙ୍କ ସ୍ୱରକୁ ହାଲୁକା ଭାବେ ନିଆଯାଉଥିଲା। ଅଣଦେଖା କରି ଫାଙ୍କି ଦିଆଯାଉଥିଲା। ହେଲେ ଏବେ ସେମାନେ ଏତେ ସଂଗଠିତ ତାପୁଣି ସୋସିଆଲ ମିଡିଆରେ ଏତେ ସକ୍ରିୟ ଯେ, ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି। କୌଣସି ମହତ ଉଦ୍ଦେଶ୍ୟ ଲାଗି ଗୋଟିଏ ପ୍ଲାଟଫର୍ମରେ ଆପେ ଆପେ ଯୋଡ଼ି ହୋଇ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଆଗେଇ ଆସୁଛନ୍ତି।

Maternal Mortality Odisha:ମାତୃ ମୃତ୍ୟୁହାର କମାଅ- ମୁଖ୍ୟମନ୍ତ୍ରୀ
ଗର୍ଭାବସ୍ଥା, ପ୍ରସବ ଏବଂ ପ୍ରସବ ପରବର୍ତ୍ତୀ ସମୟରେ ଅନେକ ଜଟିଳତା ମାଆଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ, ପ୍ରି-ଏକ୍ଲାମ୍ପସିଆ ଏବଂ ରକ୍ତହୀନତା ଚିହ୍ନଟ ନହେଲେ ଗୁରୁତର ଜଟିଳତା ହୋଇପାରେ।ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ, ଯାତାୟାତ ସମସ୍ୟା ଓ ଜରୁରୀ ପ୍ରସୂତି ସେବାର ଅଭାବ ଚିକିତ୍ସାକୁ ବିଳମ୍ବିତ କରୁଛି।

Abadha Scheme Puri: ପୁରୀ ପାଇଁ ମୋହନଙ୍କ ମାଷ୍ଟରଷ୍ଟ୍ରୋକ୍
ପୁରୀର ଭିତ୍ତିଭୂମି ବିକାଶ ଓ ତୀର୍ଥଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇଁ ଅବଢ଼ା ଯୋଜନା ଅଧୀନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିରିକ୍ତ ୧୦୦.୮୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ରରେ ୨ ହଜାର ଆସନ ବିଶିଷ୍ଟ ବହୁମୁଖୀ ସଭାଗୃହ ସମେତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେବ |

PRAYASS Focuses : ମା’ ଓ ଶିଶୁ ସୁରକ୍ଷାରେ ସରକାରଙ୍କ ଫୋକସ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ‘ପ୍ରୟାସ’ ବୈଠକ ଅନୁଷ୍ଠିତ। ସ୍ୱାସ୍ଥ୍ୟ, ପୁଷ୍ଟି ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ମାତୃ-ଶିଶୁ ମୃତ୍ୟୁହାର ହ୍ରାସ, ପୁଷ୍ଟିହୀନତା ଦୂରୀକରଣ ଓ ତୃଣମୂଳ ସ୍ତରରେ ସେବାକୁ ସୁଦୃଢ଼ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି।

BMC Raid On Gupchup:ଗୁପଚୁପ୍ ପ୍ରସ୍ତୁତି କେନ୍ଦ୍ରରେ BMC ରେଡ୍
ଭୁବନେଶ୍ୱରର ଖାରବେଳ ନଗର ମାଳିସାହି ମସଜିଦ କଲୋନିରେ ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍ ପ୍ରସ୍ତୁତି ଅଭିଯୋଗରେ BMC ଚଢ଼ାଉ କରିଛି। ଅପରିଷ୍କାର ପାଣି, ବାସି ଆଳୁ ଓ ନଷ୍ଟ ତେଲ ବ୍ୟବହାର ଅଭିଯୋଗରେ ୟୁନିଟ୍ ସିଲ୍ କରାଯାଇଛି ଏବଂ ନମୁନା ପରୀକ୍ଷା ପାଇଁ ପଠାଯାଇଛି।

Bribe Trap : ଭିଜିଲାନ୍ସ ଜାଲରେ ପ୍ରୋଗ୍ରାମର
ଜଗତସିଂହପୁର SSA କାର୍ଯ୍ୟାଳୟରେ ₹୩୦ ହଜାର ଲାଞ୍ଚ ନେଉଥିବା ବେଳେ ପ୍ରୋଗ୍ରାମର ଚନ୍ଦ୍ରଜିତ ପରୀଜାଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ବକେୟା ବିଲ୍ ମଞ୍ଜୁର ପାଇଁ ଲାଞ୍ଚ ଦାବି ଅଭିଯୋଗରେ ଟ୍ରାପ୍ ପରେ ତାଙ୍କର ତିନିଟି ସ୍ଥାନରେ DA ଯାଞ୍ଚ ନେଇ ଚଢ଼ାଉ ଜାରି ରହିଛି।

IAS Anya Transfer:ନବରଙ୍ଗପୁରରୁ ନୂଆପଡ଼ା- କାହା ଚାପରେ ଆଇଏଏସଙ୍କ ବଦଳିଲା ବଦଳି ଅର୍ଡର ?
ଏ ତମାମ ପ୍ରଶ୍ନ ଉଙ୍କିମାରୁଥିଲା ବେଳେ ପ୍ରକାଶ ପାଇଲା ସଂଶୋଧିତ ବଦଳି ଅର୍ଡର। ଆଉ ଅନ୍ୟାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା ବେଳେ ମଧୁମିତାଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଗଲା। ସଂଧ୍ୟା ସୁଦ୍ଧା ସୋସିଆଲ ମିଡିଆରେ ଅନ୍ୟାଙ୍କୁ ନେଇ ଜିଲ୍ଲାରେ ବେଶ୍ ଚର୍ଚ୍ଚା ଚାଲିଥିଲା। ଆଉ ଅନ୍ୟା ନୁହେଁ, ମଧୁମିତା ଜିଲ୍ଲାପାଳ ହେଲେ ବୋଲି ପୋଷ୍ଟ ପରେ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱରେ ପଡ଼ିଥିଲେ।

Hotel Sonar Bangla At Similipal:“ଶିମିଳିପାଳରେ ରିସୋର୍ଟ ବିବାଦ: ନିର୍ମାଣ ଉପରେ ଏନଜିଟିର Status Quo”
ଏହି ପ୍ରକଳ୍ପ ହେଲେ ଏହା ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଯୁକ୍ତି ଦର୍ଶାଇଛନ୍ତି। ବନ୍ୟଜନ୍ତୁ କରିଡର ବାଧାପ୍ରାପ୍ତ ହେବ। ବିଶାଳ ଶାଳ ଜଙ୍ଗଲ ସହ ଆଦିବାସୀଙ୍କ ଧାର୍ମିକ ଓ ରହଣୀସ୍ଥଳ ଉପରେ କୁପ୍ରଭାବ ପଡ଼ିବ। ଆବେଦନକାରୀଙ୍କ ଅଭିଯୋଗ ହେଉଛି, ଏହି ଜମି ସରକାରୀ ରେକର୍ଡରେ forest land ଭାବେ ଦର୍ଶାଯାଇଥିଲେ ମଧ୍ୟ ଏହାକୁ private hotel/resort ପାଇଁ ବ୍ୟବହାର କରିବାର ପ୍ରକ୍ରିୟା ଚାଲିଛି

Student Election: ଛାତ୍ର ନିର୍ବାଚନକୁ ନେଇ ରାଜନୀତି ତେଜ
ଛାତ୍ର ସଂସଦ ନିର୍ବାଚନକୁ ନେଇ ମନମୋହନ ସାମଲଙ୍କ ବଡ଼ ବୟାନ। ଏହାସହ BJD-କଂଗ୍ରେସ ସମ୍ପର୍କକୁ ନେଇ ବିରୋଧୀଙ୍କୁ କଟାକ୍ଷ ଦେଖିବାକୁ ମିଳୁଛି |
