Nana Patekar Passes Away:; ଚାଲିଗଲେ ଚଳଚ୍ଚିତ୍ର ଜଗତର 'କ୍ରାନ୍ତିବୀର'
“କଣ୍ଟ୍ରୋଲ୍, ଉଦୟ, କଣ୍ଟ୍ରୋଲ୍!” ଏହି ଡାଇଲଗଟି ପ୍ରାୟ ସବୁ ସିନେପ୍ରେମୀଙ୍କ ମୁହଁରେ ଅଛି କିନ୍ତୁ ୟାକୁ କହିଥିବା କଳାକାର ଜଣଙ୍କ ନିରବି ଯାଇଛନ୍ତି | ହାତରେ ମାତ୍ର କିଛି ଟଙ୍କା,ଆଉ ଆଖିରେ ବଡ଼ ସ୍ୱପ୍ନ ନେଇ ମଞ୍ଚରୁ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ ନାନା ପାଟେକର | ସେ ଏମିତି ଜଣେ କଳାକାର ଥିଲେ, ଯାହାଙ୍କ ବିଦାୟରେ ଆଜି ପରଦା ସହ ପ୍ରଶଂସକଙ୍କ ମନ ବି ନିରବ | ତୀବ୍ର ଛାତି ଯନ୍ତ୍ରଣା ଯୋଗୁଁ ନାନା ପାଟେକରଙ୍କୁ ଗୋଆ ଡାକ୍ତରଖାନାରେ ଭର୍ତିକରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
Latest in Entertainment
UP woman english video:ଇନ୍ଷ୍ଟାଗ୍ରାମ୍ ରିଲ କରିବା ସ୍ୱାମୀଙ୍କୁ ପସନ୍ଦ ନୁହଁ,ହେଲେ ସାଉଟ୍ ଆଉଟ୍ ଦେଲେ ପ୍ରିୟଙ୍କା
ଗାଁ ଖେତରେ କାମ କରିବା ସହ ଇନ୍ଷ୍ଟାଗ୍ରାମ ରିଲରେ ଇଂରାଜୀ ଶିଖାଇବାକୁ ପସନ୍ଦ କରନ୍ତି ଯଶୋଦା | ସବୁଦିନ ଭଳି ଦିନଟି ସାଧାରଣ ଭାବେ ଆରମ୍ଭ ହେଇଥିଲା ଉତ୍ତରପ୍ରଦେଶର ଯଶୋଦା ଲୋଧିଙ୍କ ପାଇଁ । ଖେତରେ କାମ କରୁଥିବା ବେଳେ ମନକୁ ଆସିଲା,ଏକ ଇଂରାଜୀ ଭିଡିଓ କରିବେ। ମୋବାଇଲ୍ ବାହାର କରି ଭିଡିଓ ରେକର୍ଡ କରୁଥିବା ବେଳେ ସ୍ୱାମୀଙ୍କଠାରୁ ତାଙ୍କୁ ଶୁଣିବାକୁ ପଡ଼ିଲା। କିନ୍ତୁ ଯଶୋଦା ସେକଥାକୁ ଖାତିର ନକରି ଭିଡିଓ ପୂରା କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଲେ। କିନ୍ତୁ ତା’ପରେ ଯାହା ଘଟିଲା, ତାହା ତାଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇଗଲା।
Rajpal Yadav: ଚେକ୍ ବାଉନ୍ସ ମାମଲା: ରାଜପାଲ ଯାଦବଙ୍କୁ ବଡ଼ ଆଶ୍ୱସ୍ତି
ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ୧.୧୫ କୋଟି ଜମା, ବାକି ୮୫ ଲକ୍ଷ ପାଇଁ ଅକ୍ଟୋବର ୧୩ ଯାଏ ସମୟ । ରାଜପାଲଙ୍କୁ ପୁଣି ଫିଲ୍ମ କରିବାକୁ କହିଲେ CJI ସୂର୍ଯ୍ୟକାନ୍ତ ।
Actor Raju Kher :ଚ୍ୟାନେଲ ହଠାତ୍ ଗାୟବ :ଆର୍ଥିକ ସଙ୍କଟରେ ଅଭିନେତା ରାଜୁ ଖେର
ଅଭିନେତା ଅନୁପମ ଖେରଙ୍କ ଭାଇ ରାଜୁ ଖେର ନିଜର ଦୁର୍ଦ୍ଦିନର କାହାଣୀ ବାଣ୍ଟି କହିଛନ୍ତି ଯେ,ଏକ ନୂଆ ଟିଭି ଚ୍ୟାନେଲ ପାଇଁ ନିଜ ଘର ବିକି ଏକ ପ୍ରୋଗ୍ରାମରେ ଟଙ୍କା ଲଗାଇଥିଲେ | କିନ୍ତୁ ହଠାତ୍ ଚ୍ୟାନେଲ ହିଁ ଗାୟବ ହୋଇଗଲା | ସେହି ସମୟରେ ବଡ଼ ଭାଇ ଅନୁପମ ଖେର ତାଙ୍କୁ ଆଶା ମୁତାବକ ଆର୍ଥିକ ସାହାଯ୍ୟ କରିନଥିବା କାରଣରୁ ସେ ଦୁଃଖୀ ଥିଲେ, କିନ୍ତୁ ପରେ ସେ ଭାଇର ନିଜସ୍ୱ ସଂଘର୍ଷକୁ ବୁଝିପାରିଥିଲେ।

Tu Hai Meri Kiran Trailer : ‘ତୁ ହେ ମେରୀ କିରନ୍’ ଟ୍ରେଲରରେ ଜହୀରଙ୍କ ସାଇକୋ ଲଭ୍!
ଜହୀର ଇକବାଲ୍ ଓ ସୋନାକ୍ଷୀ ସ୍ନିହାଙ୍କ ଫିଲ୍ମ ' ତୁ ହେ ମେରୀ କିରନ୍ 'ର ଟ୍ରେଲର ରିଲିଜ୍ ହୋଇଯାଇଛି | ଯେଉଁଥିରେ ଜଣେ ସାଇକୋ ଲଭର୍ ର ପାଗଳାମି ଏଭଳି ଏକ କାହାଣୀ ଦେଖାଯାଇଛି ,ଯାହା ଶାହରୁଖଙ୍କ 'ଡର' ଠାରୁ ମଧ୍ୟ ଅଧିକ ଭୟଙ୍କର |
‘Drishyam 3’ Craze: ‘ଦୃଶ୍ୟମ୍ ୩’ର ଜବରଦସ୍ତ କ୍ରେଜ୍ : ୪ ଦିନରେ ୩୦୩ କୋଟି ପାର୍
ବିଜୟ ସାଲଗାଓଁକରଙ୍କ କାହାଣୀ ପୁଣିଥରେ ଦର୍ଶକଙ୍କୁ ସିନେମା ହଲ୍କୁ ଟାଣି ଆଣିଛି। ଅଜୟ ଦେବଗନ୍ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ଦୃଶ୍ୟମ୍ - ୩ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ରିଲିଜ୍ ପରେ ପ୍ରଥମ ସପ୍ତାହାନ୍ତରେ ଜବରଦସ୍ତ ଆୟ କରିଥିଲା ବେଳେ ପ୍ରଥମ ସୋମବାର କଲେକ୍ସନରେ କିଛି ମାତ୍ରାରେ ହ୍ରାସ ଦେଖାଯାଇଛି। ତଥାପି ମାତ୍ର ୪ ଦିନରେ ଫିଲ୍ମର ବିଶ୍ୱବ୍ୟାପୀ ଆୟ ୩୦୩ କୋଟିରେ ପହଞ୍ଚିଛି କଲେକ୍ସନ୍।
Summon To Honey Singh:ୟୋ ୟୋ ହନି ସିଂହଙ୍କୁ ମହାରାଷ୍ଟ୍ର ସାଇବର ସେଲ୍ର ସମନ
ସେଲିବ୍ରିଟିମାନେ କେବେ ବିବାଦ ଘେରରେ ନଥିବେ ଏମିତି ପ୍ରାୟ ହୋଇନଥାଏ | ତେବେ ପୁଣିଥରେ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ନାମିଦାମୀ ରାପର ତଥା ଗାୟକ ୟୋ ୟୋ ହନି ସିଂହ। ଏକ ସଙ୍ଗୀତ କନସର୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ମହାରାଷ୍ଟ୍ର ସାଇବର ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି। କିନ୍ତୁ ସବୁଥର ଭଳି ଏଥର ମଧ୍ୟ ସେ ହାଜର ନହୋଇ ସମୟ ଲୋଡ଼ିଥିବା ଜଣାପଡିଛି |
Film '3 Monkeys':ଫିଲ୍ମ '୩ ମଙ୍କିଜ୍':ନୂଆ ଅବତାରରେ ଅମର, ଅକବର ଓ ଏନ୍ଥୋନୀ
ଡିସେମ୍ବରରେ ସିନେମାଘରକୁ ଆସିବ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଯୋଡ଼ି ଅବ୍ବାସ-ମସ୍ତାନଙ୍କର ଆଗାମୀ ସସପେନ୍ସ-ଥ୍ରୀଲର ଫିଲ୍ମ '୩ ମଙ୍କିଜ୍' | ଫିଲ୍ମରେ ଗାନ୍ଧୀଜୀଙ୍କ ୩ ମାଙ୍କଡ଼ଙ୍କ ନୀତିକୁ ଏକ ନୂଆ ରୂପରେ ଉପସ୍ଥାପନ କରାଯାଇଥିବାବେଳେ ଗାନ୍ଧୀ ଜୟନ୍ତୀରେ ମୋସନ ପୋଷ୍ଟର ସହ ଫିଲ୍ମ ରିଳିଜର ଘୋଷଣା କରାଯାଇଥିଲା | ନୂଆ ଟ୍ଵିଷ୍ଟ ସହ ଅମର, ଅକବର ଓ ଏନ୍ଥୋନୀଙ୍କ କାହାଣୀ ସିନେପ୍ରେମୀଙ୍କୁ ବେଶ୍ ପସନ୍ଦ ଆସିବବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି |
Parineeti Chopra: “ରାଜନେତାଙ୍କୁ ବିବାହ କରିବିନି”ରୁ “ରାଘବ ହିଁ ଜୀବନସାଥୀ”
ପୁଣି ଚର୍ଚ୍ଚାରେ ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ଲଭ୍ ଷ୍ଟୋରୀ । ରାଘବ ଚଢ଼ାଙ୍କୁ କାହିଁକି ବିବାହ କଲେ ପରିଣୀତି? କହିଲେ—“ଆମ ସମ୍ପର୍କରେ ଥିଲା ଅଧିକ ଦାୟିତ୍ୱ” ।
'Parvati' Song Trends No.1:ୟୁଟ୍ୟୁବ୍ରେ ଏକ ନମ୍ବରରେ ଟ୍ରେଣ୍ଡ କରୁଛି 'ହନୁମାନ ଅଂଶ'ର 'ପାର୍ବତୀ'
ଏବେଯାଏ 'ହନୁମାନ ଅଂଶ'ର ଚର୍ଚ୍ଚା କମିନଥିବାବେଳେ ଏହି ଫିଲ୍ମର ଗୀତ 'ପାର୍ବତୀ' ୟୁଟ୍ୟୁବ୍ ମ୍ୟୁଜିକ୍ ଚାର୍ଟରେ ଭାରତରେ ନମ୍ବର ୧ ଏବଂ ସାରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଟ୍ରେଣ୍ଡ କରୁଛି । ସାଧୁ ତିୱାରୀଙ୍କ ଦ୍ୱାରା ପ୍ରସ୍ତୁତ ବୁନ୍ଦେଲୀ ଲୋକ ସଙ୍ଗୀତ ଧୁନରେ ପ୍ରସ୍ତୁତ ଏହି ଭକ୍ତି ସଙ୍ଗୀତ ୧୦୦ ମିଲିୟନ ଭ୍ୟୁଜ୍ ଅତିକ୍ରମ କରିସାରିଛି।

Shooting Accident: ଦୁର୍ଘଟଣା ପରେ ବାଲି ହସ୍ପିଟାଲରେ ନୁସରତ ଭରୁଚା
ବି-ଟାଉନ ଅଭିନେତ୍ରୀ ନୁସରତ ଭରୁଚାକୁ ନେଇ ବଡ ଖବର ସାମ୍ନାକୁ ଆସିଛି | ଯେଉଁଥିରେ ସେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି |

‘The Vvaan’ର ଜୋରଦାର କମବ୍ୟାକ୍, ପଞ୍ଚମ ଦିନରେ ୭ କୋଟିରୁ ଅଧିକ କଲେକ୍ସନ
ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ତମନ୍ନା ଭଟିୟାଙ୍କ ଆସିଥିବା ଲେଟେଷ୍ଟ ଫିଲ୍ମ 'The Vvaan' ଗତକାଲି ଖୁବ ସୁନ୍ଦର କଲେକ୍ସନ କରିଛି |
Paris Fashion Week:ପ୍ୟାରିସ୍ ଫ୍ୟାଶନ ୱିକରେ ଚମକିଲେ ଐଶ୍ୱର୍ଯ୍ୟା:ରନୱେ ପରେ ଐଶ୍ୱର୍ଯ୍ୟାଙ୍କୁ ଟ୍ରୋଲ୍
କଳା ଭେଲଭେଟ୍ କାଉଚର୍, ବର୍ଗଣ୍ଡି ହେୟାର୍ ଓ ଟିଆରାରେ ପ୍ୟାରିସ ଫ୍ୟାଶନ୍ ୱିକ୍ ରନୱେରେ ଚମକିଲେ ଐଶ୍ୱର୍ଯ୍ୟା ରାଇ ବଚ୍ଚନ। ତେବେ, ସୋସିଆଲ୍ ମିଡିଆ ବଡି-ଶେମିଂ କୌଣସି ସେଲିବ୍ରିଟିଙ୍କ ପିଛା ଛାଡ଼ୁନି | ଫ୍ୟାନ୍ମାନେ ‘କ୍ୱିନ୍’ କହି ପ୍ରଶଂସା କରୁଥିବାବେଳେ, ସୋସିଆଲ୍ ମିଡିଆର ଏକ ଅଂଶ ତାଙ୍କ ଲୁକ୍କୁ ଛାଡ଼ି ଶରୀରକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଲା। କିଛି ୟୁଜର୍ ତାଙ୍କ ଓଜନ ଓ ଶରୀରର ପରିବର୍ତ୍ତନକୁ ନେଇ ପ୍ରଶ୍ନ କରିବା ସହ ‘ସେ ଗର୍ଭବତୀ କି?’ ବୋଲି ମଧ୍ୟ ପଚାରିଛନ୍ତି, ତେବେ,ସବୁଥର ଭଳି ଐଶ୍ୱର୍ଯ୍ୟାଙ୍କ ଫ୍ୟାଶନ୍ ଚଏସ୍ ଓ ଆତ୍ମବିଶ୍ୱାସ ହିଁ ଏହି ଅନ୍ତର୍ଜାତୀୟ ମଞ୍ଚର ମୁଖ୍ୟ ଆକର୍ଷଣ ରହିଛି।

Drishyam : ‘ଦୃଶ୍ୟମ: ଦ କନ୍କ୍ଲୁଜନ୍’କୁ ନେଇ ବଢ଼ିଲା କ୍ରେଜ୍
ପୁଣି ଫେରୁଛି ‘ଦୃଶ୍ୟମ’ର କାହାଣୀ… ପୁଣି ଥରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ବିଜୟ ସାଲଗାଓଁକର । ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ: ଦ କନ୍କ୍ଲୁଜନ୍’କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା ଜୋରଦାର ।
Police Action for loud music :ରାତିଅଧ ଯାଏ ମନ୍ଦିରରେ ମାଇକ୍ : ବର୍ଷିଲେ ସେଲିବ୍ରେଟି
ଟଲିଉଡ୍ ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ ସାନଭାଇ ତଥା ଜଣାଶୁଣା ଅଭିନେତା ଆଲୁ ଶିରିଶ ନିଜ ଆପାର୍ଟମେଣ୍ଟ ପାଖ ଅଞ୍ଚଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଜୁଥିବା ହାଇ-ଡେସିବେଲ ମ୍ୟୁଜିକ୍କୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ହାଇଦ୍ରାବାଦର ଶେଖପେଟ୍ ସ୍ଥିତ ଏକ ମନ୍ଦିରରୁ ରାତି ୨ରୁ ୩ଟା ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ ଡେସିବେଲ୍ ସୀମା ବାହାରେ ମାଇକ୍ ବାଜୁଥିବାରୁ ସାଧାରଣ ଲୋକେ ହଇରାଣ ହେଉଥିବା ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ସେୟାର କରି ସେ ପୋଲିସର ହସ୍ତକ୍ଷେପ ଲୋଡ଼ିବା ପରେ ପ୍ରଶାସନ ତୁରନ୍ତ ଆକ୍ସନ ନେଇଛି। |
