ସେନାର ମନୋବଳ ପାଇଁ ବର୍ଷକର ଦରମା ଟଙ୍କା ଦେଇଦେଲେ ସାଂସଦ

ଭାରତୀୟ ସେନାର ମନୋବଳ ବଢ଼ାଇବାକୁ ନିଜର ବର୍ଷକର ଦରମା ଦେଇଦେଲେ ସାଂସଦ। ବିହାର ସାଂସଦ ଦେବେଶ ଚନ୍ଦ୍ର ଠାକୁର ନିଜର ବର୍ଷକର ଦରମା ୧୫ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବିପର୍ଯ୍ୟୟ ପାଣ୍ଠିକୁ ଦେବାକୁ ଘୋଷଣା କରିଛନ୍ତି। ଆଉ ଚେକ୍ ଜରିଆରେ ଏତକ ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଛନ୍ତି। ସୀତାମାଢ଼ିର ଜେଡିୟୁ ସାଂସଦ ଦେବେଶ କହିଛନ୍ତି, ଏଭଳି ସଂକଟ ସ୍ଥିତିରେ ଦେଶର ଭାବନା ସହ ସେ ଛିଡ଼ା ହୋଇଛନ୍ତି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *