ଆଇ-ପ୍ୟାକ୍ ଅଫିସରେ ଇଡି ରେଡ୍- ମାମଲା ଗଲା ସୁପ୍ରିମକୋର୍ଟକୁ

କାଠଗଡ଼ାରେ ମମତା ବାନାର୍ଜୀଙ୍କ ହଲ୍ଲାବୋଲ। ଆଇ-ପ୍ୟାକ୍ ରେଡ୍ ମାମଲାରେ ହାଇକୋର୍ଟ ତତ୍କାଳ ଶୁଣାଣୀ କରିବାକୁ ମନା କରିଥିଲେ। କିନ୍ତୁ ଟିଏମସିର ଆବେଦନକୁ ଖାରଜ କରିଦେଇଥିଲେ କୋଲକାତା ହାଇକୋର୍ଟ।…

କାମ ଚାପରୁ କୋର୍ଟ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ କର୍ମଚାରୀ

ଦିଲ୍ଲୀ କୋର୍ଟର ଜଣେ ଷ୍ଟାଫ ମେମ୍ୱର ଛାତରୁ ଡେଇଁ ଆତ୍ମହତ୍ୟା କରିଦେଲେ। ତାଙ୍କ ନାଁ ହରିଶ ସିଂ ମହାର। ସେ ୬୦ ପ୍ରତିଶତ ଦିବ୍ୟାଙ୍ଗ ଥିଲେ। ସେ…

ଇଡି ନା ଦିଦି- କିଏ ଭାରି ପଡ଼ିଲେ?

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଭିତରେ ଇଡି ରେଡ୍। କୋଇଲା ଚୋରି, ମନି ଲଣ୍ଡରିଂ ମାମଲାରେ ପଲିଟିକାଲ କନସଲଟାନ୍ସି ଫାର୍ମ I-PAC ବିଭିନ୍ନ ଠିକଣାରେ ରେଡ୍। ସଲଟଲେକ୍ ସେକ୍ଟର…

ଦିଲ୍ଲୀ ଦଙ୍ଗା- ୬ଥର ଜାମିନ ଆବେଦନ କରି ବି ନିରାଶ ଉମର, ସରଜିଲ୍

ଦିଲ୍ଲୀ ଦଙ୍ଗା ମାମାଲରେ ଉମର ଖାଲିଦଙ୍କୁ ମିଳିଲାନି ଜାମିନ୍। ଉମରଙ୍କ ସହ ସରଜିଲ୍ ଇମାମଙ୍କୁ ବି ଜାମିନ୍ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ୫ ଅଭିଯୁକ୍ତଙ୍କୁ…

ପଟ୍ଟାରେ ନାଁ ଓ ଲିଙ୍ଗ ପରିବର୍ତ୍ତନ- ସାଧାରଣ ପ୍ରଶାସନ ବିଭାଗକୁ ହାଇକୋର୍ଟଙ୍କ ଆଦେଶ

ମ୍ୟୁଟେସନ ସାର୍ଟିଫିକେଟରେ ଜଣେ ମହିଳାଙ୍କ ନାଁ ଓ ଜେଣ୍ଡର ପ୍ରପର୍ଟିକୁ ପରିବର୍ତ୍ତନ ଲାଗି ଆଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଯିଏ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ କରି ନିଜର…

ଉନ୍ନାଓ ଦୁଷ୍କର୍ମ ମାମଲା : କୁଲଦୀପଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ- ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ସିବିଆଇ

ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଗଲା…

ଦୁଷ୍କର୍ମ ହତ୍ୟା ମାମଲା- ଭିଆଇପିଙ୍କ ସଂପୃକ୍ତି ଓ ରାଜନୀତି

କୁଲଦୀପ ସିଂ ସେଙ୍ଗାରକୁ ଫାଶୀ ଦିଅ। ଉନ୍ନାଓ ଦୁଷ୍କର୍ମ ମାମଲାରେ କୁଲଦୀପଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କରି ସର୍ତ୍ତମୂଳକ ଜାମିନ ଦେଇଥିବାରୁ ଦିଲ୍ଲୀ ହାଇକୋର୍ଟ ବାହାରେ ଆନ୍ଦୋଳନ…

ସାମ୍ୱାଦିକ ପଛରେ କାହିଁକି ପଡ଼ିଛି ପୁଲିସ?

ୟୁଟ୍ୟୁବର ତଥା ସାମ୍ୱାଦିକ ସାବୁକୁ ଶଙ୍କରଙ୍କୁ ମାଡ୍ରାସ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି। ଶଙ୍କରଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ। ଏହା ସହ କୋର୍ଟ କହିଛନ୍ତି, ଆଇନକୁ…

ଉନ୍ନାଓ ଦୁଷ୍କର୍ମ ମାମଲା- କୁଲଦୀପଙ୍କୁ ହାଇକୋର୍ଟରୁ ଜାମିନ୍, ହେଲେ ଏବେ ଜେଲରୁ ପାଇବେନି ମୁକ୍ତି

ଉନ୍ନାଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ନେତା କୁଲଦୀପ ସିଂ ସେଙ୍ଗାରଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ। ଏହା ସହ ସସର୍ତ୍ତମୂଳକ ଜାମିନ ଦେଇଛନ୍ତି।…

ପୁଲିସ ସହାୟତା ଲାଗି ନିର୍ଦେଶ ଦେଇପାରିବେ ସିଭିଲ କୋର୍ଟ

ସିଭିଲ କୋର୍ଟ ନିଜ ନିର୍ଦେଶାନାମାକୁ କାର୍ଯ୍ୟକାରୀ ଲାଗି ପୁଲିସ ସହାୟତା ନେଇପାରିବେ। ଏଭଳି କହିଛନ୍ତି ଓଡ଼ିଶା ହାଇକୋର୍ଟ। ଏନଫୋର୍ସମେଣ୍ଟ ଲାଗି ପୁଲିସକୁ ନିୟୋଜିତ କରି ଅର୍ଡରକୁ କାର୍ଯ୍ୟକାରୀ…

ଆଖି ଆଗରେ ଜଙ୍ଗଲଜମି ଜବରଦଖଲ ଚାଲିଛି- ସରକାର ଦେଖଣାହାରୀ ସାଜିଛନ୍ତି

ସରକାରଙ୍କ ଆଖି ଆଗରେ ଜଙ୍ଗଲ ଜମି ଜବରଦଖଲ ଚାଲିଛି। ହେଲେ ଅଧିକାରୀ ଦେଖଣାହାରୀ ସାଜିଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ…

ମିଛ ମାମଲାକାରୀଙ୍କୁ ସଜା ମିଳୁ- ରବି କିଷାନ

ମିଛ ମାମଲାକୁ ନେଇ ସଂସଦରେ ବିଜେପି ସାଂସଦ ରବି କିଷାନଙ୍କ ଉଦବେଗ। ମିଛ ମାମଲାକାରୀଙ୍କୁ ସଜ୍ଜା ଦେବାକୁ ଆଇନ ଆସୁ। ସଂସଦରେ ଏଭଳି ଦାବି କରିଛନ୍ତି ରବି।…