ଜୁବିନ ଗର୍ଗ ମୃତ୍ୟୁ ମାମଲା- ସରିଲା ଅଭିଯୁକ୍ତଙ୍କ ରିମାଣ୍ଡ

ଆସାମୀ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ଆଜି ଗୌହାଟି କୋର୍ଟରେ ହାଜର ହୋଇଥିଲେ ୫ ଅଭିଯୁକ୍ତ। ସେପ୍ଟେମ୍ୱର ୧୯ରେ ସିଙ୍ଗାପୁରରେ ଜୁବିନଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।…

କରୁର ଦଳାଚକଟା- ସିବିଆଇ କରିବ ଯାଞ୍ଚ

କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ। ଅଭିନେତା ତଥା ଟିବିକେ ମୁଖ୍ୟ ବିଜୟଙ୍କ ରାଲିରେ ହୋଇଥିବା ଦଳାଚକଟା ମାମଲାର ତଦନ୍ତ କରିବ ସିବିଆଇ। ସିବିଆଇ ତଦନ୍ତ…

ଦୁର୍ଗାପୁର ଗଣଦୁଷ୍କର୍ମ- ପ୍ରଶ୍ନବାଚୀରେ ଦିଦିଙ୍କ ସମ୍ୱେଦନଶୀଳତା!

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରାପଡ଼ିଲେ। ୩ ଅଭିଯୁକ୍ତ ହେଲେ ଶେକ୍ ରିଆଜ୍ ଉଦ୍ଦିନ, ଶେକ ଫିର୍ଦ୍ଦୋସ ଓ ଆପୁ ବାଉରୀ। ଏମାନଙ୍କୁ…

IRCTC SCAM- ଅଡୁଆରେ ଲାଲୁ ପରିବାର

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ବଡ଼ ଝଟକା। ଆଇଆରସିଟିସି ଘୋଟାଲାରେ ଲାଲୁ, ରାବ୍ରୀ, ତେଜସ୍ୱୀଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରେ ଚାର୍ଜଫ୍ରେମ୍ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭିନ୍ୟୁ…

ସଞ୍ଜୟଙ୍କ ୩୦ହଜାର କୋଟି ଟଙ୍କାର ସମ୍ପତ୍ତିରେ ସେୟାର-କରିସ୍ମାଙ୍କ ସନ୍ତାନଙ୍କ ଆଇନଗତ ଲଢ଼େଇ

ଅଭିନେତ୍ରୀ କରିସ୍ମା କପୁରଙ୍କ ଦୁଇ ସନ୍ତାନ ତାଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରୁ ମାଗିଥିବା ଭାଗକୁ ନେଇ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣୀ ହୋଇଛି। କରିସ୍ମାଙ୍କ…

ସିଜେଆଇଙ୍କୁ ଅପମାନ- ସମ୍ୱିଧାନକୁ ଆକ୍ରମଣ

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କୁ ଜୋତା ଫିଙ୍ଗିଥିବା ଅଭିଯୁକ୍ତ ଆଇନଜୀବି ରାକେଶ କିଶୋରଙ୍କ କୌଣସି ଅନୁଶୋଚନା ନାହିଁ। ଜଷ୍ଟିସ ଗଭାଇ ବି କହିଥିଲେ, ସେ…

ସିଜେଆଇଙ୍କୁ କାହିଁକି ଜୋତା ପିଙ୍ଗିଲେ ଓକିଲ?

ସିଜେଆଇଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ କୋର୍ଟରେ ଆଜି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କୋର୍ଟରେ ଶୁଣାଣୀ ଚାଲିଥିବା…

ଗଣଦୁଷ୍କର୍ମ ଅଭିଯୁକ୍ତର ବିବାହ ପାଇଁ ମିଳିଥିଲା ବେଲ୍- ଖାରଜ କରି ସରେଣ୍ଡର କରିବାକୁ କହିଲେ ବମ୍ୱେ ହାଇକୋର୍ଟ

ଗଣଦୁଷ୍କର୍ମ ଅଭିଯୁକ୍ତର ଆଗକୁ ବିବାହ ଅଛି। ସେଥିଲାଗି ତାକୁ ଜାମିନ୍ ଦେଇଥିଲେ ଟ୍ରାଏଲ କୋର୍ଟ। ଯାହାକୁ ଖାରଜ କରିଦେଇଛନ୍ତି ବମ୍ୱେ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ଅପରାଧର ଗମ୍ଭୀରତାକୁ…

ଛାଡ଼ପତ୍ର ପାଇଁ କରଜରେ ବୁଡ଼ିଗଲେଣି ପୁରୁଷ- ପତ୍ନୀଙ୍କୁ ରୋଜଗାରର ତଥ୍ୟ ଲୁଚାଇ ହୀନସ୍ଥା

ଛାଡ଼ପତ୍ର ପାଇଁ ଲୋନ୍। ଭାରତରେ ୪୨ ପ୍ରତିଶତ ପୁରୁଷ ଭରଣପୋଷଣ ଦେବାକୁ ବ୍ୟାଙ୍କରୁ କରଜ ନେଇଛନ୍ତି। ୬୭ ପ୍ରତିଶତ ପୁରୁଷ ଟଙ୍କାକୁ ନେଇ ବହୁ ଯୁକ୍ତି କଲାପରେ…

ମମିତା ଓ ଗୋବିନ୍ଦ ମୃତ୍ୟୁ ମାମଲା: ରି-ଓପନ୍ ରାଜନୀତି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଥିଲା ସନ୍ଦେହଜନକ। ଏହି ମାମଲା ରି-ଓପନ୍ ହେବ! ଜେଲରେ ଥିବା ଅବସ୍ଥାରେ ଗୋବିନ୍ଦ ଆତ୍ମହତ୍ୟା…

ଦଶହରାରେ ରାବଣ ପୋଡ଼ିବ- ସୋନମ ନୁହେଁ

ଦଶହରାରେ ରାବଣ ପୋଡ଼ିବ। କିନ୍ତୁ ସୋନମ ନୁହେଁ। ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସୋନମର କୁଶପୁତ୍ତଳିକା ଦାହ ଲାଗି ଉଠିଥିବା ବିବାଦ…

ଶହେ ଟଙ୍କା ଲାଞ୍ଚ- ୩୯ ବର୍ଷ ପରେ ଦୋଷମୁକ୍ତ

ଶହେ ଟଙ୍କା ଲାଞ୍ଚ ପାଇଁ ୩୯ ବର୍ଷ ଚାଲିଲା ମକଦ୍ଦମା। ଏବେ ନିର୍ଦୋଷ ସାବ୍ୟସ୍ତ ହେଲେ। ୮୩ ବର୍ଷ ବୟସରେ ନ୍ୟାୟ ମିଳିଲା। ଏତେ ବର୍ଷ ଭିତରେ…