ନିଆରା ବିବାହ- ଜାଆଁଳା ଭାଇଙ୍କ ହାତ ଧରିଲେ ଜାଆଁଳା ଭଉଣୀ

ଅଜବ ପରିବାର। ଯାଆଁଳା ଭାଇ ଯାଆଁଳା ଭଉଣୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେଲେଙ୍ଗାନାର ଏକ ଗାଁ ସାଜିଲା ରିଅଲ ଲାଇଫ୍ ଫିଲ୍ମର ସେଟ୍। କୋମାରେଡ୍ଡି…

କାହିଁକି ହିନ୍ଦୁ ଯୁବକ ମୁସଲମାନ ନାଁ ରଖିଲେ- ଦୀପକଙ୍କୁ ଭେଟି କଅଣ କହିଲେ ରାହୁଲ ?

ଜିମ୍ ଟ୍ରେନର ଦୀପକଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧୀ। ଉତ୍ତରାଖଣ୍ଡର କୋଟଦ୍ୱାରରେ ଏକ ମୁସଲିମ ଦୋକାନୀଙ୍କୁ ରକ୍ଷା କରିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଦୀପକଙ୍କୁ ଘରକୁ…

ଚାଇନା ରୋବୋଟକୁ ନିଜର କହି ଫସିଗଲା ଏଆଇ ସମ୍ମିଟରେ ଗଲଗୋଟିଆ ୟୁନିଭରସିଟି

ଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଟରେ ଏକ ରୋବୋଟିକ୍ ଡଗକୁ ନେଇ ବଡ଼ ବିବାଦ ଛିଡ଼ା ହୋଇଛି। ଅଭିଯୋଗ ହୋଇଛି ଯେ, ଗ୍ରେଟର ନୋଏଡାର ଗଲଗୋଟିଆ ୟୁନିଭରସିଟି…

କୁଲଦୀପଙ୍କ ଉପରେ କାହିଁକି ବର୍ଷିଲେ ହାର୍ଦ୍ଦିକ ଓ ସୂର୍ଯ୍ୟ କୁମାର?

ପାକିସ୍ତାନ ସହ ହାଇଭୋଲଟେଜ ମ୍ୟାଚ୍ ଜିତିଲା ଭାରତ। କଲମ୍ୱୋରେ ପାକିସ୍ତାନକୁ ୬୧ ରନରେ ହରାଇବାର ଖୁସିରେ ସାରା ଭାରତୀୟ ମସଗୁଲ୍ ଥିଲେ। କିନ୍ତୁ ଭାରତ ଜିତିବା ପରେ…

କ୍ଲିନିକରେ ପଶି ପିଟିଲେ ଏଡିଏମ୍- ହଡ଼ତାଳରେ ବିହାର ଅରରିୟା ଜିଲାର ସମସ୍ତ ଘରୋଇ ଡାକ୍ତର

ଇନସପେକ୍ସନ ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଦବଙ୍ଗଗିରି। ଡାକ୍ତରଙ୍କୁ ମାରିଲା ଚାପୁଡା। ବିହାର ଅରରିୟା ଜିଲ୍ଲାର ଏଡିଏମ ଏକ କ୍ଲିନିକକୁ ଯାଞ୍ଚ କରିଯିବା ବେଳେ ଏଭଳି ଅଭାବନୀୟ ଘଟଣା…

ଜନ୍ମ କଲେ ପୁଅ..ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ଝିଅ!

ହାଜିପୁରରେ ହଇରାଣ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଗଲା। ନର୍ସ କହିଲେ, ଅପରେସନ ପରେ ପୁଅ ହୋଇଛି। ବନ୍ଧ୍ୟାକରଣ କରିଦେବା…

ମନ୍ତ୍ରୀଙ୍କୁ ବନ୍ଧକ ରଖିଲେ ବିଧାୟକ!

ନମାମି ଗଙ୍ଗା ସ୍କିମକୁ ନେଇ ମନ୍ତ୍ରୀଙ୍କୁ ଘେରିବା ସହ ବନ୍ଧକ ରଖିଲେ ବିଧାୟକ ଓ ତାଙ୍କ ସମର୍ଥକ। ୟୁପିର ମାହୋବାରେ ଜଳସମ୍ପଦ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂଙ୍କ…

ସାଲ୍ୟୁଟ୍ ବିବାଦ- ଟ୍ରୋଲର ଶୀକାର ହେଲେ ଆଇଏଏସ ଟିନା

ଟ୍ରୋଲ ହେଲେ ଟିନା ଡାବି। ୟୁପିଏସସି ଟପ୍ପର ତଥା ରାଜସ୍ଥାନ ବାଡ଼ମେର ଜିଲ୍ଲାର ଜିଲ୍ଲାପାଳ ଟିନା। ଗଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ପରେ ପତାକା ଆଡ଼କୁ…

୨୧କୋଟିର ପାଣି ଟାଙ୍କି ଭୁଷୁଡିଲା- ସୁରାଟରେ ଭ୍ରଷ୍ଟାଚାରର ଜ୍ୱଳନ୍ତ ନଜିର!

୯ଲକ୍ଷ ଲିଟର ପାଣିର ବୋଝ ସହିପାରିଲାନି ୨୧ କୋଟିର ପାଣି ଟାଙ୍କି। ୯ଲକ୍ଷ ଲିଟର ପାଣି ପଶିଛି ତ ଟାଙ୍କି ଭୁଷୁଡ଼ିପଡ଼ିଲା। ସୁରାଟରେ ୨୧ କୋଟିରେ ନିର୍ମିତ…

ଲକଜରି ଲାଇଫଷ୍ଟାଇଲ୍- ଚର୍ଚ୍ଚାରେ ସତୁଆ ବାବା

ଯିଏ ସନ୍ୟାସୀ। ସେଭଳି ସାଧୁ ସଂଥଙ୍କ ଜୀବନଶୈଳୀ ସାଧାରଣତଃ ନିରାଡ଼ମ୍ୱର ହୋଇଥାଏ। ହେଲେ ଏମିତି ଜଣେ ବାବା ଅଛନ୍ତି, ଯିଏ ନିଜର ଲକଜରି ଲାଇଫଷ୍ଟାଇଲ୍ ଲାଗି ସବୁବେଳେ…

୧୦ ବର୍ଷ ଧରି ମାଙ୍କ ଫେରିବା ବାଟକୁ ଅପେକ୍ଷା…

ମାଙ୍କୁ ଦେଖିବା ପାଇଁ ଆଖି ଖୋଜୁଛି, ମନ ଖୋଜୁଛି, ହେଲେ ମାଙ୍କୁ ଦେଖି ପାରୁନାହିଁ l କାରଣ ମା ରହି ଯାଇଛି ବିଦେଶ ଦୁବାଇରେ।  ଦୀର୍ଘ ଦଶ…

ନିର୍ବାଚନୀ ପ୍ରତିଶୃତି ରକ୍ଷା- ମାରିଦେଲେ ୫ଶହ କୁକୁର

ତେଲେଙ୍ଗାନାରେ ଗାଏବ ହୋଇଗଲେ କୁକୁର। ଗୋଟିଏ ଜାଗାରେ ୨ଶହ ବୁଲା କୁକୁର ମରି ପଡ଼ିଥିବା ଦେଖିବା ପରେ ଏହାକୁ ନେଇ ହଇଚଇ ଖେଳିଯାଇଛି। ବିଷାକ୍ତ ଇଞ୍ଜେକ୍ସନ ଦେଇ…