୬ ତାମିଲ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନାଗରିକଙ୍କ ମରଣାନ୍ତକ ଆକ୍ରମଣ

ଚେନ୍ନାଇ: ତାମିଲନାଡୁର ୬ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନାଗରିକଙ୍କ ଦ୍ବାରା ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ  ଷ୍ଟାଲିନ କେନ୍ଦ୍ରର ସହଯୋଗ ଲୋଡିଛନ୍ତି। ନାଗାପଟନମ ଜିଲ୍ଲାର ୮ ଜଣ ମତ୍ସ୍ୟଜୀବୀ…

ଅପରେସନ ଦୋସ୍ତ ଶେଷ: ଘରକୁ ଫେରିଲା ଏନଡିଆରଏଫ

ନୂଆଦିଲ୍ଲୀ: ତୁର୍କୀରେ ହୋଇଥିବା ବିନାଶକାରୀ ଭୂକମ୍ପର ୧୨ ଦିନ ପରେ ଏନଡିଆରଏଫ ଭାରତ ଫେରିଛି। ଅପରେସନ ଦୋସ୍ତ ଅନ୍ତର୍ଗତ ଏନଡିଆରଏଫର ୧୫୧ କର୍ମୀ , ଡ୍ରଗ୍ସ ସ୍କ୍ବାଡର…

କରାଚି ପୁଲିସ ମୁଖ୍ୟାଳୟରେ ଆତଙ୍କୀ ଆକ୍ରମଣ, ୫ ଆତଙ୍କୀ ମୃତ

କରାଚି: ପାକିସ୍ତାନର କରାଚିସ୍ଥିତ ପୁଲିସ ମୁଖ୍ୟାଳୟରେ ଟିଟିପି ଆତଙ୍କବାଦୀ ସଂଗଠନର ଆକ୍ରମଣ ପଣ୍ଡ କରିବା ସହ ୫ ଜଣ ଆତଙ୍କୀଙ୍କୁ ମାରିବାରେ ସକ୍ଷମ ହୋଇଛି ସୁରକ୍ଷାବଳ। ସେପଟେ…

ପରିତ୍ୟକ୍ତ ଟ୍ରକରୁ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

ସୋଫିଆ:  ବୁଲଗେରିଆରେ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର। ଏକ ପରିତ୍ୟକ୍ତ ଟ୍ରକରୁ ୧୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛି ଜଣେ ଶିଶୁ…

ଟିମ୍ ଜର୍ଜ କାମକୁ ନେଇ ଏବେ ହଇଚଇ

()  ଟିମ୍ ଜର୍ଜ ବିଶ୍ୱର ୩୦ରୁ ଉର୍ଦ୍ଧ୍ୱ ନିର୍ବାଚନକୁ ପ୍ରଭାବିତ କରିଛି। ଇସ୍ରାଏଲର ଏନଏସଓ ଗ୍ରୁପ ଦ୍ୱାରା ବିକଶିତ ପେଗାସସ୍ ସ୍ପାଏଓ୍ୱେରର ଗୁପ୍ତଚରଗିରି ବିବାଦ ନ ଥମୁଣୁ…

ଭାରତର ଦୁଇ ଟ୍ବିଟର ଅଫିସରେ ତାଲା

ନୂଆଦିଲ୍ଲୀ: ଭାରତରେ ଥିବା ୩ ଟ୍ବିଟରର ଅଫିସ ଭିତରୁ ୨ଟିରେ ତାଲା ପକାଇଲେ ଟ୍ବିଟର ସିଇଓ ଏଲନ ମସ୍କ। ଅଫିସ ବନ୍ଦ କରି ଥିଲେ ମଧ୍ୟ କର୍ମଚାରୀଙ୍କୁ…

ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ମସୁଧା ପଣ୍ଡ

ଇସଲାମାବାଦ: ପାକିସ୍ତାନରେ ଏକ ବଡ ଧରଣର ବିସ୍ଫୋରଣ ମସୁଧା ପଣ୍ଡ। ଆତଙ୍କବାଦୀ ସଂଗଠନ ଟିଟିପି ଦ୍ବାରା ହୋଇଥିବା ଆକ୍ରମଣ ଷଡଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାବଳ। ଏହି ଘଟଣା…

କାନାଡାରେ ଭାରତ ବିରୋଧୀ ନାରା

ଟରେଣ୍ଟୋ: କାନାଡାର ଏକ ହିନ୍ଦୁ ମନ୍ଦିର ପାଚେରୀରେ ଭାରତ ବିରୋଧୀ ନାରା। ଖାଲିସ୍ଥାନୀ ଚରମପନ୍ଥିଙ୍କ ଦ୍ବାରା ଲେଖାଯାଇଥିବା ଦେଶ ବିରୋଧୀ ନାରାକୁ ନେଇ ସେଠାକାର ଭାରତୀୟ ଦୂତାବାସ…

ଆମେ ଆୟକର ପଦକ୍ଷେପ ସମ୍ପର୍କରେ ଅବଗତ: ଆମେରିକା

ନୂଆଦିଲ୍ଲୀ: ବିବିସି ଅଫିସ ଉପରେ ହୋଇଥିବା ଇନକମ ଟ୍ୟାକ୍ସ ବିଭାଗର ଚଢାଉକୁ ନେଇ ଦେଶରେ ରାଜନୀତି ତେଜିଛି। ବିରୋଧୀ ଏହି ଚଢାଉକୁ ଆକ୍ରୋଶମୂଳକ କହୁଥିବା ବେଳେ ବିବିସି…

ଗେବ୍ରିୟାଲ ପ୍ରଭାବ: ନ୍ୟୁଜିଲାଣ୍ଡରେ ଏମର୍ଜେନ୍ସି

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ଗେବ୍ରିୟାଲ ନ୍ୟୁଜିଲାଣ୍ଡରେ ତାର ପ୍ରଭାବ ଦେଖାଇବା ଆରମ୍ଭ କଲାଣି। ଯେଉଁଥି  ପାଇଁ ନ୍ୟୁଜିଲାଣ୍ଡରେ ଜାତୀୟ ଆପତ୍ତା ଘୋଷଣା କରାଯାଇଛି। ଏହା ନ୍ୟୁଜିଲାଣ୍ଡ ଇତିହାସରେ…

ରାଷ୍ଟ୍ରପତି ନିର୍ବାଚନ: ନିକ୍କି ହେଲି ଘୋଷଣା କଲେ ଦାବିଦାରୀ

ୱାସିଂଟନ: ୨୦୨୪ରେ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ। ରାଷ୍ଟ୍ରପତି ନିର୍ବାଚନରେ ନିଜ ଦାବିଦାରୀ ଉପସ୍ଥାପନ କରିଛନ୍ତି ମୂଳଭାରତୀୟ ରିପବ୍ଲିକାନ ପାର୍ଟିର ନେତା ନିକ୍କି ହେଲି ।…