ଇରାନର ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

ତେହରାନ: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସମି ରଫସଞ୍ଜାନିଙ୍କ ଝିଅ ତଥା ସମାଜସେବୀ  ଫୈଜା ହାସମିଙ୍କୁ ୫ ବର୍ଷ ଜେଲ ହୋଇଥିବା ମଙ୍ଗଳବାର ଦିନ ତାଙ୍କ ଓକିଲ…

ପେରୁରେ ପୁଲିସ ପ୍ରଦର୍ଶନକାରୀ ମୁହାଁମୁହିଁ, ୧୭ ମୃତ

ଲିମା: ପୁଣି ପେରୁରେ ପୁଲିସ ଜନତା ମୁହାଁମୁହିଁ। ଏଥିରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ପେରୁର ଦକ୍ଷିଣାଞ୍ଚଳରେ  ସୋମବାର ପୂର୍ବତନ ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋଙ୍କୁ ଜେଲରୁ ମୁକ୍ତ…

ଅଶାନ୍ତ ବ୍ରାଜିଲ

() ଅଶାନ୍ତ ବ୍ରାଜିଲ। ହିଂସାରେ ଜଳୁଛି ବ୍ରାଜିଲ୍। ରାଷ୍ଟ୍ରପତି ଭବନରୁ ନେଇ ସଂସଦ , ସଂସଦରୁ ସୁପ୍ରିମକୋର୍ଟ, ସବୁଠି ପ୍ରତିବାଦର ନିଆଁ। ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥନରେ…

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ କ୍ରିକେଟର ପ୍ରେଟୋରିୟସ

କେପଟାଉନ: ଦକ୍ଷିଣ ଆଫ୍ରିକାର ୩୩ ବର୍ଷୀୟ ଷ୍ଟାର ଅଲରାଉଣ୍ଡର ଡ୍ୱେନ ପ୍ରେଟୋରିୟସ ଅନ୍ତର୍ଜାତୀୟ କ୍ରିକେଟକୁ କରିଛନ୍ତି ଅଲବିଦା। ଅନ୍ତର୍ଜାତୀୟ କ୍ରିକଟରେ ପ୍ରେଟୋରିୟସଙ୍କୁ ଦେଖିବାକୁ ନ ମିଳିଲେ ମଧ୍ୟ…

ଆମେରିକା ହାଉସ ଅଫ ରିପ୍ରେଜେଣ୍ଟିଟିଭ ଗଲା ରିପବ୍ଲିକାନ ହାତକୁ

ୱାସିଂଟନ: ଆମେରିକା ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଣ୍ଟିଟିଭର ସ୍ପିକର ପଦ ପାଇଁ ବିରୋଧୀ ରିପବ୍ଲିକାନ ପାର୍ଟିର ଆଶାୟୀ କେଭିନ ମୈକ୍କାର୍ଥିଙ୍କୁ ଚୟନ କରାଯାଇଛି। ୧୫ତମ…

ପାକ୍‌ ପୂର୍ବତନ ସେନା ମୁଖ୍ୟଙ୍କ ବିରୋଧରେ ଇମରାନଙ୍କ ସାଙ୍ଘାତିକ ଅଭିଯୋଗ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ କମର ଜାବେଦ ବାଜପାଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସେ ପୁଣି ବାଜବାଙ୍କ…

୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମଜାନ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍ତ ଇ-କମର୍ସ କମ୍ପାନୀ ଆମାଜନ କରିବାକୁ ଯାଉଛି ବିରାଟ କର୍ମଚାରୀ ଛଟେଇ। ଏକକାଳୀନ ୧୮ ହଜାର କର୍ମଚାରୀଙ୍କୁ ଆମଜାନ ଛଟେଇ କରିବା ନେଇ ସୂଚନା…

ପୁଣି ଚୀନକୁ କୋଭିଡ ତଥ୍ୟ ମାଗିଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୁଣି ଥରେ ଚୀନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେଶର କୋଭିଡ-୧୯ ସ୍ଥିତି ଉପରେ ସବିଶେଷ ଓ ସଠିକ ସମୟ ଉପରେ  ସମସ୍ତ ସୂଚନା…

ନୂଆବର୍ଷ ପାଳନ ବେଳେ ଦଳାଚକଟା, ୯ ମୃତ

କମ୍ପାଲା: ୟୁଗାଣ୍ଡାର ରାଜଧାନୀ କମ୍ପାଲାରେ ନୂଆବର୍ଷ ପାଳନ ଅବସରରେ ଦଳାଚକଟା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ…

ଚୀନ ଯାତ୍ରୀଙ୍କ ଉପରେ ଅଙ୍କୁଶ ଲଗାଇଲେ ୧୨ ରାଷ୍ଟ୍ର

ବେଜିଂ: ଚୀନର ସଂକ୍ରମଣକୁ ଦେଖି ବିଶ୍ବର ପ୍ରାୟ ଡର୍ଜନ ରାଷ୍ଟ୍ର ଚୀନ ଯାତ୍ରୀଙ୍କ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ। ସେହିସବୁ ରାଷ୍ଟ୍ର ପକ୍ଷରୁ ଚୀନରୁ  ଯାତ୍ରା କରୁଥିବା ଲୋକ…

ଜେଲ ଉପରେ ଆଖିବୁଜା ଗୁଳିମାଡ: ୧୪ ମୃତ

ନୂଆଦିଲ୍ଲୀ: ମେକ୍ସିକୋର ଉତ୍ତରାଞ୍ଚଳରେ ଥିବା ସ୍ୟୁଦାଦ ଜୁଆରେଜ ସହରର ଏକ ଜେଲରେ ବନ୍ଧୁକଧାରୀ ଆତତାୟୀଙ୍କୁ ଆକ୍ରମଣ। ଏହି ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଳିମାଡର…

ଚୀନରେ ଭାରତୀୟ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ହାଇଦ୍ରାବାଦ: ଚୀନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ। ତାମିଲନାଡୁର ଏହି ଛାତ୍ର ଚୀନରେ ମେଡିକାଲ ପଢୁଥିଲେ ଗତ ୫ ବର୍ଷ ହେବ। ନିକଟରେ ସେ ଚୀନ ଯାଇଥିବା…