ଦି ଓ୍ୱେୟାର ଓ୍ୱେବସାଇଟ୍ ଭାରତରେ ବ୍ଲକ୍

ଓ୍ୱାର୍ ବେଳେ ଦି ଓ୍ୱେୟାର ନ୍ୟୁଜ ପୋର୍ଟାଲକୁ ବ୍ୟାନ୍ କରିଛନ୍ତି ଭାରତ ସରକାର। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ବାରମ୍ୱାର ତାଗିଦ୍ ସତ୍ତ୍ୱେ…

ଇ-କମର୍ସ ଫ୍ଲାଟଫର୍ମରେ ଓ୍ୱାକିଟକି ବିକ୍ରି ଉପରେ ଆକ୍ସନ

ଇ-କମର୍ସ ପ୍ଲାଟଫର୍ମରେ ଓ୍ୱାକିଟକି ଡିଭାଇସ ବିକ୍ରି ଓ ବିଜ୍ଞାପନକୁ ନେଇ ଆପତ୍ତି ଜାହିର କରିଛନ୍ତି ସେଣ୍ଟ୍ରାଲ କଂଜୁମର ପ୍ରୋଟେକ୍ସନ ଅଥୋରିଟି। ଏହା ସହ ଆକ୍ସନ ନେବା ଆରମ୍ଭ…

ପାକିସ୍ତାନର ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କଲା ଭାରତ

ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ପାକିସ୍ତାନର ୧୬ଟି ୟୁଟ୍ୟୁବ ଚାନେଲକୁ ବ୍ୟାନ୍ କଲା ଭାରତ। ସୋଏବ ଅଖତାର, ଆରଜୁ କାଜିମ ଓ ସୟେଦ ମୁଞ୍ଜମିଲ୍ ଶାହାଙ୍କ…

ପହଲଗାମ ଆତଙ୍କି ଆକ୍ରମଣ ପରେ- ମିଡିଆ ପାଇଁ କେନ୍ଦ୍ରର ଆଡଭାଇଜୋରି

ଭାରତ- ପାକିସ୍ତାନ ଭିତରେ ତିକ୍ତତା ବୃଦ୍ଧି ପାଉଥିବା ଭିତରେ ମିଡିଆ ଚ୍ୟାନେଲଗୁଡ଼ିକୁ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଆଡଭାଇଜୋରି ଜାରି କରିଛି କେନ୍ଦ୍ର। ଏଥିରେ ରକ୍ଷା ଅଭିଯାନ ଓ…

କାହା ଭୁଲ୍ ପାଇଁ ପହଲଗାମରେ ନଥିଲେ ସୁରକ୍ଷାବଳ- ପଦାକୁ ଆସିଲା ଅସଲ କାରଣ..

ପହଲଗାମର ବୈସିରନ ଘାଟିରେ କାହିକି ନଥିଲେ ସୁରକ୍ଷାକର୍ମୀ। ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ପ୍ରଶ୍ନ କରିଥିଲା ବେଳେ ସରକାର ଏହାର ସ୍ପଷ୍ଟିକରଣ ରଖିଥିଲେ। ବୈସିରନ ଘାଟିକୁ ଏମିତିରେ…

ପୁଅରୁ ଝିଅ ହେଲା ପୂର୍ବତନ କ୍ରିକେଟରଙ୍କ ସନ୍ତାନ

ଭାରତୀୟ ଟିମର ପୂର୍ବତନ କ୍ରିକେଟର ତଥା କୋଚ୍ ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ୟନ ଏବେ ଅନାୟା। ନିଜ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି। ଇନଷ୍ଟାଗ୍ରାମରେ…

ରାମନବମୀରେ ଦେଶ ପାଇବ ପ୍ରଥମ ଭର୍ଟିକାଲ ଲିଫ୍ଟ ବ୍ରିଜ୍

ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ବ୍ରିଜ୍। ଶନିବାର ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ତାମିଲନାଡ଼ୁର ସମୁଦ୍ର ପୋଲ ପାମ୍ୱନ ବ୍ରିଜ୍ ରେ ତାମିଲ ଇତିହାସ, ସଂସ୍କୃତି…

ଘିବଲି ଷ୍ଟାଇଲ୍ ଇମେଜରେ ଲାଗିଲା ପ୍ରତିବନ୍ଧକ!

ଘିବଲି ଇମେଜ୍। ଯୁଆଡେ ଦେଖ। ଫେସବୁକରେ ନିଜ ଇମେଜକୁ ଉଣା ଅଧିକେ ଘିବଲି ଇମେଜରେ କନଭର୍ଟ କରି ପୋଷ୍ଟ କରିବାରେ ଲାଗିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ଘିବଲି…

ଆଇ-ଫୋନ୍ ଜିଦରେ କାଟିଲେ ହାତ ଶିରା

ଆଇ-ଫୋନ୍ ପାଇଁ ଜିଦ୍ ଧରି ବସିଥିଲା ଝିଅ। ବାପା ମାଆଙ୍କୁ ଯେତେ ଅଳି କଲେ ବି ବାପା ମାଆ ଶୁଣିନଥିଲେ। ଅର୍ଥ ଅଭାବରୁ ଆଇ-ଫୋନ୍ କିଣିବାକୁ ଅସମର୍ଥ…

କ୍ୟାମେରା ଲେନ୍ସରେ ଅପ୍ରସ୍ତୁତ ଦୁଇ ବିଧାୟିକା..

ନବାଗତ ଦୁଇ ବିଧାୟିକା ଉପାସନା ମହାପାତ୍ର ଓ ସଞ୍ଜଳି ମୁର୍ମୁ ପାଖେ ପାଖେ ବସନ୍ତି। କାରଣ ଦୁହିଁଙ୍କ ଆସନ ଏକାଠି। ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ…

ଜେଲ ଯାଇଥିଲେ କେତକୀ- କୁନାଲ କାମରା କାହିଁକି ଯିବେନି?

ଶରଦ ପାଓ୍ୱାରଙ୍କୁ ଏକ କବିତା ଜରିଆରେ ସୋସିଆଲ ମିଡ଼ିଆରେ ସମାଲୋଚନା କରିଥିବା ମରାଠୀ ଅଭିନେତ୍ରୀ ୪୦ ଦିନ ପରେ ମୁକୁଳିଥିଲେ ଜେଲରୁ। ମରାଠୀ ଅଭିନେତ୍ରୀ କେତକୀ ଚିତାବଲେ…

ଟେକ ରଖିବେ ଟିକେଶ୍ୱରୀ- ସ୍ମାର୍ଟ ଅରଟ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ

ସ୍ମାର୍ଟ ଅରଟ ମେସିନ୍ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକେଣ୍ଡା ହାଇସ୍କୁଲର କୁନି ବୈଜ୍ଞାନିକ ଟିକେଶ୍ୱରୀ ଭୁଏ ଏବେ…